ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ
ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ ପୁରୀ(ଏନ୍.ଏମ୍.): ଦକ୍ଷିଣ ମୋଡ଼ ରଥଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରୁ ହିଁ ଶ୍ରୀଜିୟୁମାନଙ୍କର ଆଡ଼ପ ବେଦିରୁ ରତ୍ନବେଦିକୁ ଫେରିବାର ଆଭାସ ମିଳିଥାଏ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି…
