କୃଷକ ଉତ୍ପାଦକ ସଂଗଠନର ଗଠନ ଓ ପ୍ରସାର ସଂପର୍କିତ ରାଜ୍ୟସ୍ତରୀୟ କର୍ମଶାଳା
କୃଷକ ଉତ୍ପାଦକ ସଂଗଠନର ଗଠନ ଓ ପ୍ରସାର ସଂପର୍କିତ ରାଜ୍ୟସ୍ତରୀୟ କର୍ମଶାଳା କୃଷକ ଉତ୍ପାଦକ ସଂଗଠନ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ ଭୁବନେଶ୍ୱର(ଏନ୍.ଏମ୍.): ଅଣସଂଗଠିତ କ୍ଷୁଦ୍ର ଚାଷୀମାନଙ୍କୁ ଏକତ୍ରିତ ଓ ସୁଦୃଢ଼ କରି ସେମାନଙ୍କର ଉତ୍ପାଦନ ବୃଦ୍ଧି ଓ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିିକ୍ରିବଟା ଦିଗରେ କୃଷକ ଉତ୍ପାଦକ ସଂଗଠନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଅଧିକରୁ ଅଧିକ କୃଷକ ଉତ୍ପାଦକ ସଂଗଠନ…
