ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ
ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ କଟକ(ଏନ୍.ଏମ୍.): କଟକ ରେଳଷ୍ଟେସନରେ ଆରପିଏଫ ଜବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ମା’ ଓ ଶିଶୁଙ୍କ ଜୀବନ । ତେବେ ଆରପିଏଫ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସାଧାରଣରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, କଟକ ରେଲୱେ ଷ୍ଟେସନର ଆରପିଏଫ ମହିଳା ଏସଆଇ ମିସ ରୋଜି ଏବଂ ଏଏସଆଇ ସ୍ମୃତିରଞ୍ଜନ ସାହୁ ନାଇଟ…
