ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ
ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କ୍ରାନ୍ତି ଦିବସ ଆଠଗଡ(ଏନ୍.ଏମ୍.): ଆଠଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ସଂଘର ବରିଷ୍ଠ ସାମ୍ବାଦିକ ସନାତନ ରାୟ ସଭାପତିତ୍ୱ କରି ‘ମୁଁ ପରାଧୀନ ଭାରତର ନାଗରିକ ହୋଇ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖି ଥିଲି ଓ ଆଜି ମୁଁ ସ୍ୱାଧୀନ ଭାରତର ନାଗରିକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମୂଖ୍ୟଅତିଥି ଭାବେ ଆଠଗଡ ଉପଖଣ୍ଡ ସୂଚନା…
