ସୁନାମୁହିଁ ଡ୍ୟାମରୁ ଧରାହେଲା ୧୧ କେଜି ଓଜନର ବିରଳ ମାଛ
ସୁନାମୁହିଁ ଡ୍ୟାମରୁ ଧରାହେଲା ୧୧ କେଜି ଓଜନର ବିରଳ ମାଛ ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ଡ୍ୟାମରୁ ମାଛ ଧରାବେଳେ ଏକ ୧୧ କେଜି ଓଜନର ଭାକୁର ମାଛ ଓ ୧୦ କେଜି ଓଜନର ମିର ମାଛ ଜାଲରେ ପଡିଥିଲା । ମାଛଟିକୁ ଦେଖିବା ପାଇଁ ସେଠାରେ ଜନସାଧାରଣଙ୍କ ଭିଡ ଜମିଥିଲା । ଖଣ୍ଡପଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ଏହି ସୁନାମୁହିଁ ଡ୍ୟାମରେ ଅନେକ ବୃହତକାୟ ମାଛ ଥିବା ନେଇ ମାଛ…
