ଚୌଦ୍ୱାରକଲେଜ ମହିଳା ହଷ୍ଟେଲ ଦୁର୍ନୀତି ବୋଲି ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ
ଚୌଦ୍ୱାରକଲେଜ ମହିଳା ହଷ୍ଟେଲ ଦୁର୍ନୀତି ବୋଲି ଆପତ୍ତି ଉଠାଇଛି ସ୍ପେଶାଲ ଅଡିଟ ୧ କୋଟି ୨୧ ଲକ୍ଷ ୨୬ ହଜାର ୬୦୫ ଟଙ୍କାକୁ ବେପରୁଆ ଓ ଖର୍ଚ୍ଚର ଅପଚୟ ଅଭିଯୋଗ ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର କଲେଜର ମହିଳା ହଷ୍ଟେଲ ନିର୍ମାଣରେ ଆର୍ôଥକ ଅନିୟମିତତା, ଦୁର୍ନୀତି, ଅର୍ଥ ତୋଷରପାତ, ଜାଲିଆତି ହୋଇଥିବା ସ୍ପେଶାଲ ଅଡ଼ିଟ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏ ନେଇ ପୂର୍ବରୁ ହୋଇଥିବା ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ଉଚ୍ଚଶିକ୍ଷାବିଭାଗ କାଗଜପତ୍ରର ସ୍ୱତନ୍ତ୍ର ଭାବେ ଯାଞ୍ଚ…
