ବାଗ୍ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି
ବାଗ୍ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି ୧୩୮୦ କର୍କଟ ରୋଗୀଙ୍କୁ ମିଳିଛି ଘରେ ମାଗଣା ଉପଶମ ସେବା #ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱରସ୍ଥିତ ବାଗ୍ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତିହୋଇଛି । କର୍କଟ ରୋଗୀଙ୍କୁ ଘରୋଇ ସେବାଯତ୍ନ ଯୋଗାଇବାରେ ଏହି ଭଳି ଅନୁଷ୍ଠାନ ରାଜ୍ୟରେ ପ୍ରଥମ । ରାଜ୍ୟସରକାରଙ୍କ ସହଯୋଗ ଏବଂ ସୁସ୍ମିତାବାଗ୍ଚୀ ଓ ସୁବ୍ରତବାଗ୍ଚୀଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିଛି । ଓଡିଶାରେ କର୍କଟ ରୋଗ ସମ୍ପର୍କିତ ଅଧିକ ଗୁଣାତ୍ମକ ସହାୟତା…
