ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ
ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ ଦୁରାରୋଗୀ ଓ ଅନାଥ ଶିଶୁଙ୍କୁ ଉଦ୍ଦେଶ୍ୟରେ ସମର୍ପଣ ହେବ ଅଷ୍ଟମ ସଂଧ୍ୟା #କଟକ(ଏନ୍.ଏମ୍.): ଐତିହାସିକ କଳା ସଂସ୍କୃତିର ସହର କଟକରେ ପାଲନ ହେବ ସାତସାହି କଟକ ନୃତ୍ୟୋତ୍ସବ । ଆସନ୍ତା ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୀର୍ଘ ୯ଦିନ ଧରି ହେବାକୁ ଥିବାବେଳେ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୬୫ରୁ ଉର୍ଦ୍ଧ୍ୱ ଦଳର କଳାକାରମାନେ ମୁକ୍ତାକାଶ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ…
