ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ
ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ କଟକ (ଏନ୍.ଏମ୍.): ୭୧ ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପରେ ଓଡିଶା ପୁଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶା ପୁଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ମହିଳା ବର୍ଗରେ ଓଡିଶା…
