Nishkarsha

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର #ଭୁବନେଶ୍ୱର (ଏନ୍‌.ଏମ୍‌.): ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆଶଙ୍କା କରାଯାଉଛି । ତେଣୁ ଏଥି ପୂର୍ବରୁ ସମସ୍ତ ଜନସାଧାରଣ ସତର୍କ ହେବାକୁ ରାଜ୍ୟସରକାର ପରାମର୍ଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍…

Read More

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ୬ରୁ ଖୋଲିବ: ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ୬ରୁ ଖୋଲିବ: ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ବ୍ୟବସ୍ଥା #ଭୁବନେଶ୍ୱର(ଏନ୍‌.ଏମ୍‌.): ଜାନୁଆରୀ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ପ୍ରତ୍ୟେକ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ଣର ୨.୩୦ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । କେବଳ ମୋବାଇଲ ଆପ୍ ମାଧ୍ୟମରେ ପଞ୍ଜିକରଣ କରି ରାଜଭବନ ଉଦ୍ୟାନକୁ ପ୍ରବେଶ ଅନୁମତି ମିଳିବ । ଚଳିତ ବର୍ଷଠାରୁ ଏହି…

Read More

ଗୁଡ଼ି ଉଡାଇବା ଉପରେ କଟକଣା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଗୁଡ଼ି ଉଡାଇବା ଉପରେ କଟକଣା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା #କଟକ(ଏନ୍‌.ଏମ୍‌.): ଆସନ୍ତା ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି । ତେବେ ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରହିଛି । ମାତ୍ର ଏବେ ଗୁଡ଼ି ଉଡାଇବା ଦ୍ୱାରା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଗୁଡ଼ି ଉଡାଇବା ଉପରେ କଟକଣା ଲଗାଇବା ପାଇଁ ଦାବି କରୁଛନ୍ତି । ପ୍ରତିବର୍ଷ ଗୁଡ଼ି ଉଡ଼ାଇବା ଦ୍ୱାରା ସୂତା…

Read More

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି #ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ସ୍କ୍ରାପିଙ୍ଗ ନୀତିରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଞ୍ଜୀକରଣ ସହ ନମ୍ବର ଆରମ୍ଭରୁ ୟୁନିକ ରେଜିଷ୍ଟ୍ରେସନ ମାର୍କ (ଭିଏ) ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ…

Read More

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌ #କେନ୍ଦୁଝର(ଏନ୍‌.ଏମ୍‌.): ୨୦୨୩ ଜାନୁଆରୀ ୧ତାରିଖ । ବର୍ଷର ପ୍ରଥମ ଦିନ ହିଁ ସ୍ମୃତି ହୋଇ ରହିଗଲା କର ପରିବାର ପାଇଁ । ଡାକ୍ତର ଝିଅକୁ ନେଇ ଅସୁମାରୀ ସ୍ୱପ୍ନ ଦେଖୁଥିବା ପିତାମାତା ବର୍ଷର ପହିଲି ଦିନରେ ହରାଇଲେ ଝିଅକୁ । ତେବେ ଝିଅର ମୃତ୍ୟୁ କେମିତି ହେଲା ତାହାକୁ ନେଇ ଚାଲିଛି ତନାଘନା । ଏ ବିଷୟରେ ପରିବାର ଲୋକେ ବି…

Read More

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ #କଟକ(ଏନ୍‌.ଏମ୍‌.): ବାରର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହେଉଥିବା ଫୁଲ୍ କୋର୍ଟ ରେଫରେନ୍ସ ଏଣିକି କେବଳ ମାସକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ କରାଯାଉ । ମାସକୁ ଖୁବ ବେଶିରେ ଗୋଟିଏ ଥର ଫୁଲ କୋର୍ଟ ରେଫରେନ୍ସ ହେଉ ଏବଂ ସେଥିପାଇଁ ମାସର ଶେଷ କାର୍ଯ୍ୟ ଦିବସ ଅଥବା ମାସର ଶେଷ ସପ୍ତାହର ଯେ କୌଣସି ଦିନ, ବିଶେଷକରି ଶୁକ୍ରବାର ଦିନ ୩ଟା…

Read More

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା ବାଲେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନା ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ…

Read More

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା #କଟକ(ଏନ୍‌.ଏମ୍‌.): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି ଖବର ଆସିଛି । ଯେଉଁମାନେ ୨୦୧୯, ୨୦୨୦ କିମ୍ବା ୨୦୨୧ର ଓଡ଼ିଶା ସିଭିସ୍ ସର୍ଭିସେସ୍ ପରୀକ୍ଷା ଦେଇଛନ୍ତି କିନ୍ତୁ ୨୦୨୨ର ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ବୟସ ସୀମା ପାର୍ ହୋଇ ଯାଇଛି ବା ସମସ୍ତ ଚାନ୍ସ ସରିଯାଇଛି, ସେମାନେ ଆଉ ଥରେ ଓଡ଼ିଶା ସିଭିଲ୍…

Read More

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର #କଟକ(ଏନ୍‌.ଏମ୍‌.): ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ମଧ୍ୟ ଅଣଦେଖା କରାଯାଉଛି । ବିଶେଷ କରି ଓଡ଼ିଆ ଭାଷାକୁ କଦର୍ଥ କରାଯିବା ପ୍ରତିବାଦରେ ଆଜି ସିଏମସି କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ବୁଦ୍ଧିଜୀବୀ ମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ରାଜ୍ୟ ସଂସ୍କୃତି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ…

Read More

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ଥାନୀୟ ବାଦାମବାଡ଼ି ଠାରେ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଶକ୍ତି, ଶିଳ୍ପ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କ୍ୟାବିନେଟ୍ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍‌ଘାଟନ କରି ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ…

Read More

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା

ଲୋକସମ୍ପର୍କ ଅଧିକାରୀମାନେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ – ପ୍ରମୁଖ ଶାସନ ସଚିବ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା #ଭୁବନେଶ୍ୱର(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ରାଜ୍ୟସ୍ତରରେ ସୂଚନା ଅଧିକାରୀମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ…

Read More

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ସୁପ୍ରିକୋର୍ଟଙ୍କ କହିବାନୁଯାୟୀ ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହ ବିମୁଦ୍ରୀକରଣକୁ ନେଇ ହୋଇଥିବା ୫୮ଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୂଚନା ଯୋଗ୍ୟ…

Read More