ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ
ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ ଗୋସେବା କଲେ ବିଶ୍ୱର ମଙ୍ଗଳ ହେବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ #ପୁରୀ(ଏନ୍.ଏମ୍.): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅନୁଷ୍ଠିତ ହେଉଛି । ମହୋତ୍ସବ ଦ୍ୱିତୀୟ ଦିବସରେ ରାମ ଜନ୍ମୋତ୍ସବ ପାଳନ କରାଯିବା ସହିତ ମିଠାଇ ପ୍ରସାଦ ବିତରଣ କରାଯାଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି…
