କଟକ ଜିଲ୍ଲା କପୁରସିଂ ଠାରେ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍ଘାଟିତ
କଟକ ଜିଲ୍ଲା କପୁରସିଂ ଠାରେ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍ଘାଟିତ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କପୁରସିଂ ଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ୍ସ ଓ କ୍ରିକେଟ ଉତ୍କର୍ଷତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଯୋଗଦେଇ କ୍ରିକେଟ ଉତ୍କର୍ଷତା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ମୂଖ୍ୟଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କ୍ରାନ୍ତି ବେହେରା,…
