ଚୌଦ୍ୱାର ଦୌଲତାବାଦରେ ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଚୌଦ୍ୱାର ଦୌଲତାବାଦରେ ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଚୌଦ୍ୱାର ଦୌଲତାବାଦରେ ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ କୌଣସି ଗରିବ ବ୍ୟକ୍ତି ଯେଭଳି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନରହେ ସେନେଇ ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚୌଦ୍ୱାର ଦୌଲତାବାଦର ସାରଦାନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ…

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପାଲା ଗାୟକ ବୀରବର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି #ଚୌଦ୍ୱାର (ଏନ୍‌.ଏମ୍‌.): ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜୀବନବ୍ୟାପୀ ସାଧନା କରୁଥିବା ବିଶିଷ୍ଟ ପାଲା ଗାୟକ ବୀରବର ପାତ୍ର ଆଉ ନାହାନ୍ତି। ନିରବୀ ଯାଇଛି ତାଙ୍କର ସୁଲଳିତ କଣ୍ଠର ବିଭିନ୍ନ ପୁରାଣ ଶାସ୍ତ୍ରର ଉପମା ଆଉ ଅଳଙ୍କାର। ସେ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ। ତେବେ ସ୍ୱର୍ଗତ ପାତ୍ର ପାଲା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟକରି ରାଜ୍ୟପାଳଙ୍କ…

କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ

କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ #ଟାଙ୍ଗୀ- ଚୌଦ୍ୱାର (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟାଙ୍ଗୀରେ ଅବସ୍ଥିତ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନର ଟେଟ୍ରାହେଡ୍ରନ ଏଡୁକେସନାଲ ଟ୍ରଷ୍ଟ ପକ୍ଷରୁ ଟାଙ୍ଗୀ ଚୌଦ୍ବାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ କାନପୁର ଗ୍ରାମସ୍ଥ ବାବା କାନନେଶ୍ଵର ସ୍ପୋର୍ଟସ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍

୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଯୋଗଦେବେ ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ #କଟକ (ଏନ୍‌.ଏମ୍‌.): ଅଲ ଇଣ୍ଡିଆ ଆସୋସିଏସନ୍ ଅଫ୍ ମଣ୍ଟଫୋର୍ଟ ସ୍କୁଲସର ୯ମ ଏଆଇଏଏମଏସ ଅଧ୍ୟକ୍ଷ ସମ୍ମିଳନୀ (ପ୍ରିନ୍ସିପାଲସ କନଫରେନ୍ସ) ଆସନ୍ତା ୧୧ ରୁ ୧୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତର ୧୮ଟି ରାଜ୍ୟରୁ ୧୫୦ ଜଣ ଶିକ୍ଷାବିତ୍ ଏକତ୍ରିତ ହେବେ। ଉଦଘାଟନୀ…

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ

୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ #କଟକ(ଏନ୍‌.ଏମ୍‌.): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭାରତ ମସଲା ପକ୍ଷରୁ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଆସନ୍ତା ସେପ୍ଟେମ୍ବର ୧୪ତାରିଖ ପଚିତ୍ର ଗଣେଶ ପୂଜା ଅବସରରେ ସ୍ଥାନୀୟ ସହିଦ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶର ବିଭିନ୍ନ କ୍ଷେତ୍ରରେ…

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ: ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ: ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ

ଟାଙ୍ଗୀ-ଚୌଦ୍ୱାରରେ ବିପିଡିପି ବୈଠକ ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲା ଅସନ୍ତୋଷ #ଟାଙ୍ଗୀ- ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ବ୍ଲକ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ବିଭିନ୍ନ ପଞ୍ଚାୟତର ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷା…

ଟେଟ୍ରାହେଡ୍ରନରେ ଯୁବ ସମ୍ବାଦ ସମ୍ମିଳନୀ : ‘ଆଜିର ଯୁବପୀଢ଼ି ଦେଶମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ

ଟେଟ୍ରାହେଡ୍ରନରେ ଯୁବ ସମ୍ବାଦ ସମ୍ମିଳନୀ : ‘ଆଜିର ଯୁବପୀଢ଼ି ଦେଶମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ’

ଟେଟ୍ରାହେଡ୍ରନରେ ଯୁବ ସମ୍ବାଦ ସମ୍ମିଳନୀ ‘ଆଜିର ଯୁବପୀଢ଼ି ଦେଶମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ’ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଆଜିର ଯୁବପୀଢ଼ି ଦେଶ ମାତୃକା ପାଇଁ ସମର୍ପିତ ହେବା ଆବଶ୍ୟକ। ଯାହା ଫଳରେ ଭାରତ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିବ। ବିଶ୍ୱର ଅନେକ ଦେଶ ଭାରତର ଅଗ୍ରଗତିକୁ ସହ୍ୟ କରି ପାରୁନାହାନ୍ତି। ଫଳରେ ଦେଶର ଯୁବ ପୀଢ଼ିକୁ ଟାର୍ଗେଟ କରି ଭୁଲ ବାଟରେ ଭଡ଼କାଉଛନ୍ତି। ତେଣୁ ଆମ ଯୁବପୀଢ଼ିଙ୍କୁ ରାଷ୍ଟ୍ର…

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ

ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଗୁରୁପୂଜନ ଚୌଦ୍ୱାର (ଏନ୍‌.ଏମ୍‌.): ଗୁରୁଙ୍କ ଆର୍ଶିବାଦ ମିଳିଲେ ଜୀବନର ଚଲାପଥ କୁସୁମିତ ହୋଇ ପଡେ। ଗୁରୁଙ୍କ ଆଦେଶ ପାଳନ କଲେ ସଂସାରରେ ଯଶ ମିଳିଥାଏ ବୋଲି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ସ୍ଥାନୀୟ ଟାଙ୍ଗୀ ସ୍ଥତ ଟେଟ୍ରାହେଡେନର ନୂଆ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟେଟ୍ରାହେଡ୍ରନ କଲେଜ ଅଧ୍ୟକ୍ଷ ତ୍ରିଦେବ…

ଗଜପତି ଆରଟିଓ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌, ଆସବାବପତ୍ର
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗଜପତି ଆରଟିଓ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌, ଆସବାବପତ୍ର

ଗଜପତି ଆରଟିଓ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌, ଆସବାବପତ୍ର #ପାରଳାଖେମୁଣ୍ଡି (ଏନ୍‌.ଏମ୍‌.): ଗଜପତି ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ଓ ଆସବାବପତ୍ର ପୋଡ଼ି ଯାଇଛି। ନିଆଁ ଲାଗିବା ନେଇ ସୂଚନା ପାଇ…

ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି : ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି : ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର

ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର #choudwar-cuttack #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ନେତୃତ୍ୱଶୂନ୍ୟ ହୋଇପଡ଼ିଥିଲା। ମାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବା ପରେ ଏବେ ଦଳରୁ ହାରାସ ହୋଇଥିବା…

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ
ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ : ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ

ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚଳିତ ବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏପରିକି ଜଣେ ସମାଜସେବୀ ତଥା ଶିକ୍ଷାବିତଙ୍କ ଲୋକପ୍ରିୟତାକୁ ଦେଖି କିଛି ଲୋକ ସହି ନପାରି ତ୍ରିରଙ୍ଗା ପତାକକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ସ୍ୱାଧୀନତା ଦିବସ ପାଳନ ଅବସରରେ…

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା
ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା କଟକ (ଏନ୍‌.ଏମ୍‌.) : କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଅବକାରୀ ସିପାହୀ ସଂଘ (କଟକ, କେନ୍ଦ୍ରାପଡ଼ା ଓ ଯାଜପୁର)ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟନିର୍ବାହୀ ପରିଷଦର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଅବକାରୀ ବିଭାଗର ସିପହୀମାନେ ଯୋଗ ଦେଇଥିଲେ। ସଭାପତି ଭାବେ କଟକର ଆଶିଷ କୁମାର…

ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି
ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି

ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି ଭୁବନେଶ୍ୱର/ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ…

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଓ ଜଗତପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ଚୌଦ୍ୱାର ପୁଲିସ। ସିଲିଣ୍ଡର ଚୋରି ଅଭିଯୋଗରେ ଟୁଙ୍ଗା ଓରଫ ସନ୍ତୋଷ ବାରିକ (୨୪)କୁ ଗିରଫ କରାଯାଇଛି। ତେବେ ଟୁଙ୍ଗା ଠାରୁ ୧୨ଟି ସିଲିଣ୍ଡର ଓ ପଲସର ବାଇକ୍ ଜବତ ହୋଇଛି। ସୂଚନା ଯୋଗ୍ୟ ଯେ, ଗତ ୫ତାରିଖରେ ଗାନ୍ଧୀଛକସ୍ଥିତ ଗ୍ୟାସ୍…

ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ
କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ

ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ ଦ୍ୱାରା ବ୍ଲୁ-ଇକୋନୋମି ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହେବ ଏବଂ ହଜାର ହଜାର ମତ୍ସ୍ୟଜୀବୀ ପରିବାର ପାଇଁ ଆଗାମୀ ଦିନରେ ନୂତନ ଜୀବିକାର ସୁଯୋଗ ସୃଷ୍ଟି ହେବ। ଆଜିର ପଦକ୍ଷେପ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ଭାଗ୍ୟ ବଦାଇବା ସହ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆମ…

ଦ୍ୱିତୀୟ ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ୍ କୁଡ଼ୋ ପ୍ରତିଯୋଗିତା – ୨୦୨୬
କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଦ୍ୱିତୀୟ ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ୍ କୁଡ଼ୋ ପ୍ରତିଯୋଗିତା – ୨୦୨୬

ଦ୍ୱିତୀୟ ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ୍ କୁଡ଼ୋ ପ୍ରତିଯୋଗିତା - ୨୦୨୬ #କଟକ(ଏନ୍‌.ଏମ୍‌.) : କଟକର ନରଣପୁର ଠାରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୨୮, ୨୯ ଦୁଇଦିନ ଧରି ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ କୁଡ଼ୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କଟକ ଜିଲ୍ଲା ୫୫ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ମୋଟ୍ ୧୦୫ଟି…

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ମା’ ବିରଜା କ୍ରିକେଟ କ୍ଲବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଓଟିଏମ କଲୋନୀସ୍ଥିତ ଆମ୍ବିସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ଶିବିରରେ ମୋଟ ୫୫ୟୁନିଟ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାନ ଶିବିରକୁ କ୍ରିକେଟ କ୍ଲବର କର୍ମକର୍ତ୍ତାଙ୍କ ସହିତ ଟେଟ୍ରାହେଡନ…

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ୫୦୦ ପାଉଣ୍ଡ ଆମେରିକୀୟ ବୋମା
ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ୫୦୦ ପାଉଣ୍ଡ ଆମେରିକୀୟ ବୋମା

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ୫୦୦ ପାଉଣ୍ଡ ଆମେରିକୀୟ ବୋମା ବାରିପଦା(ଏନ୍‌.ଏମ୍‌.): ମୟୂରଭଞ୍ଜ ସୀମାନ୍ତ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହରାଗୋଡ଼ା ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀକୂଳ ବାଲିରୁ ଏକ ଶକ୍ତିଶାଳୀ ତଥା ଜୀବନ୍ତ ବୋମା ଉଦ୍ଧାର କରାଯାଇଛି। ଏହା ଦ୍ୱିତୀୟ_ବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ବୋମା, ଯାହାର ଓଜନ ପ୍ରାୟ ୫୦୦ ପାଉଣ୍ଡ ବା ୨୨୭ କିଲୋଗ୍ରାମ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି…

ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ
କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ

ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ ଖେଳାଳୀଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ନିଜ ବକ୍ତବ୍ୟରେ କହିଥିଲେ, କ୍ରୀଡ଼ାବିତ୍‌ଙ୍କ ଏହି ସଫଳତା ରାଜ୍ୟ…

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ କଟକ(ଏନ୍‌.ଏମ୍‌.): ବରିଷ୍ଠ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ସର୍ବଭାରତୀୟ ସଭାପତିଙ୍କ ମାତା କେଶରୀ ସାହୁଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗୀୟା ସାହୁଙ୍କ ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ଥାନୀୟ ସିଡିଏ କୃଷକ ବଜାରସ୍ଥିତ ସାନପୁଅଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ-ବୋହୁ, ନାତି,…