ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା
ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା #ଚୌଦ୍ୱାର(ଏନ୍.ଏମ୍.): ଦେଶବ୍ୟାପୀ ପାଳନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସ। ଦୃଢ଼ ନେତୃତ୍ୱ, ଦେଶପ୍ରେମ, ନିଷ୍ଠାପର ସେବା ଭାରତ ବିକାଶ ଯାତ୍ରାକୁ ନୂତନ ଦିଗ ଦେଇଛି। ତାଙ୍କର ୨୫ବର୍ଷର ନିସ୍ୱାର୍ଥପର ସେବା ସାରା ଦେଶବାସୀଙ୍କ ହୃଦୟକୁ ଜିତି ପାରିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ନିରାମୟ ଜୀବନ…




















