ଗୁଜରାଟରେ ତଉତେର ତାଣ୍ଡବ: ବାତ୍ୟା ଦୁର୍ବଳ, ଚାଲିଛି ଉଦ୍ଧାର କାର୍ଯ୍ୟ
ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ତଉତେ ଗୁଜରାଟରେ ଲ୍ୟାଣ୍ଡଫଲ କରି ତାଣ୍ଡବ ରଚିବା ପରେ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତଉତେ ସମ୍ପ୍ରତି ଅବପାତର ରୂପ ନେଇ ସାରିବା ପରେ ଦକ୍ଷିଣ ରାଜସ୍ଥାନ ଓ ଗୁଜରାଟରେ ସମାନ୍ତରଳ ଭାବେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ଦୁର୍ବଳ ହୋଇସାରିଥିଲେ ମଧ୍ୟ ଅବପାତ ପ୍ରଭାବରେ ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷାର…













