ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ

ନରସିଂହପୁର (ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳ ଗୋପପୁର ସନ୍ନିକଟ ବାସୁଦେବ ହାଇସ୍କୁଲ ପଛ ପାଖରେ ଆଜି ପ୍ରତ୍ୟୁଷରୁ ପାଣି ପିଇବା ପାଇଁ ଏକ ପାଞ୍ଚ ବର୍ଷର ହରିଣ ଛୁଆ ଗୋପପୁର ଗାଁ ଆଡ଼କୁ ଆସୁଥିବା ବେଳେ ଦୃଭାଗ୍ୟ ବଶତଃ ପାଞ୍ଚ ଛ ଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଠା କରି ନିକଟରେ ଥିବା ଲୋକମାନଙ୍କ ପାଖ କୁ ଦୌଡ଼ିବାକୁ…

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି

ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବା ଯୋଗୁଁ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଥି ସହିତ କୋହଳ ସମୟକୁ ମଧ୍ୟ ହ୍ରାସ…

ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ

କଟକ(ଏନ୍‌.ଏମ୍‌.): ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଜିଡିହସ୍ଥିତ ସଂଘ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ପାନୀୟ ବିତରଣ କରାଯାଇଥିଲା । ବିଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ଯୋଗୁଁ ଲକ୍‌ଡାଉନ ଓ ସର୍ଟଡାଉନ ସମୟରେ ବୁଲା ପଶୁମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନଥିବାବେଳେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।…

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ

କଟକ(ଏନ୍‌.ଏମ୍‌.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ ଅଛନ୍ତି । ସେହିପରି ଆଜି ୯୧୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସହରରୁ ୫୯୭ଜଣ ଏବଂ ଗ୍ରାମାଞ୍ଚଳରୁ ୩୧୯ଜଣ…

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଅପରାଧ ରାଜ୍ୟ

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି : ଗତ ୪ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ ୧୭ ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନ ସାରି ଘରୁ ପଦାକୁ ଚାଲି ଆସିଥିଲେ…

ଏ ବର୍ଷ ଠିକ ସମୟରେ ଆସିବା ମୌସୁମୀ
କୃଷି ରାଜ୍ୟ

ଏ ବର୍ଷ ଠିକ ସମୟରେ ଆସିବା ମୌସୁମୀ

ପାଣି ପାଗ ବିଶେଷଜ୍ଞ ପୂର୍ବ ଆକଳନ ଅନୁଯାଇ ଏ ବର୍ଷ ମୌସୁମୀ କେରଳ ମେ ୧୨ ରେ ପହଂଚିବ ଓ ଓଡିଶା ରେ ମେ ମାସ ଶେଷ ସୁଦ୍ଧା ପହଂଚିପାରେ ହେଲେ ଏହାର ଠିକ ଆକଳନ ମେ ୧୫ ପରେ ହିଁ କରିହେବ ବୋଲି ମତ ଦେଇଛନ୍ତି |

ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା
କୃଷି ରାଜ୍ୟ

ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା

ବଲାଙ୍ଗିର ,ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଲକଡାଉନ । ଲକଡାଉନର ପ୍ରଥମ ଦିନରେ, ଖୁବ ତତ୍ପର ଥିଲା ବଲାଙ୍ଗିର ପୁଲିସ । ପ୍ରଶାସନ ସକାଳ ୫ ଟାରୁ, ଖୋଦ ବଲାଙ୍ଗିର ଏସ୍.ପି ସହର ଭିତରେ ରାସ୍ତାଉପରେ ପୁଲିସ ଫୋର୍ସକୁ ଲକଡାଉନ ନିୟମ ସଂର୍ପକରେ ତାଲିମ ଦେଇଥିଲେ । କୋଉ କୋଉ ଦୋକାନ ବନ୍ଦ ରହିବ ? କୋଉ ଦୋକାନ ଖୋଲାରହିବ ? କିଏ ରାସ୍ତାରେ ଯା ଆସ…

ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ
ରାଜ୍ୟ

ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍‌ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର । ଆନ୍ଧ୍ର ପଟୁ ଫେରୁଥିବା ପ୍ରବାସୀଙ୍କୁ ନେଇ ବଢ଼ୁଛି ଚିନ୍ତା। ଫଳରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆନ୍ଧ୍ର ଷ୍ଟ୍ରେନ୍ କ’ଣ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଭୟ ବସା ବାନ୍ଧି ସାରିଥିବା ବେଳେ ପ୍ରକୃତରେ ଏହା…

ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’
ରାଜ୍ୟ

ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଚଢ଼ାଉ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବାଲେଶ୍ୱର ସଦର ତହସିଲଦାର ଆଜି ପୁଲିସ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୩ ଜଣଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିବାରୁ ପୁଲିସ୍‌ ଉପରେ ନାରାଜ ହୋଇଯାଇଛନ୍ତି ତହସିଲଦାର। ଭବିଷ୍ୟତରେ ଆଉ ପୁଲିସ୍‌କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ବି ଦେଇଛନ୍ତି। ବାଲେଶ୍ୱର…