ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ

ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ ଖେଳାଳୀଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ନିଜ ବକ୍ତବ୍ୟରେ କହିଥିଲେ, କ୍ରୀଡ଼ାବିତ୍‌ଙ୍କ ଏହି ସଫଳତା ରାଜ୍ୟ ଓ ଓଡ଼ିଶା ପୁଲିସ ପାଇଁ ଗୌରବର…

Read More

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ କଟକ(ଏନ୍‌.ଏମ୍‌.): ବରିଷ୍ଠ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ସର୍ବଭାରତୀୟ ସଭାପତିଙ୍କ ମାତା କେଶରୀ ସାହୁଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗୀୟା ସାହୁଙ୍କ ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ଥାନୀୟ ସିଡିଏ କୃଷକ ବଜାରସ୍ଥିତ ସାନପୁଅଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ-ବୋହୁ, ନାତି, ନାତୁଣୀ, ଝିଅ- ଜ୍ୱାଇଁ, ଭଣଜା ପ୍ରମୁଖ…

Read More