କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା
କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା କଟକ (ଏନ୍.ଏମ୍.): ନିର୍ମାଣ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଗଲା ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। କଟକ ଜିଲ୍ଲାରେ ଥିବା ୪ ହଜାର ୪୯ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ତରଫରୁ ୨୬ କୋଟି ୨୦ ଲକ୍ଷ ୭୮ ହଜାର ରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ଅର୍ଥ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୂଲ୍ୟରେ ନୂଆପଡା ଗାଦି ଗୋସାଇଁ…
