ଦ୍ୱିତୀୟ ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ୍ କୁଡ଼ୋ ପ୍ରତିଯୋଗିତା – ୨୦୨୬

ଦ୍ୱିତୀୟ ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ୍ କୁଡ଼ୋ ପ୍ରତିଯୋଗିତା – ୨୦୨୬ #କଟକ(ଏନ୍‌.ଏମ୍‌.) : କଟକର ନରଣପୁର ଠାରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୨୮, ୨୯ ଦୁଇଦିନ ଧରି ରାଜ୍ୟସ୍ତରୀୟ ଇଣ୍ଟର ସ୍କୁଲ କୁଡ଼ୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କଟକ ଜିଲ୍ଲା ୫୫ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ମୋଟ୍ ୧୦୫ଟି ପଦକ ପାଇ ଚମ୍ପିୟାନ୍ ହୋଇଥିବାବେଳେ ଖୋର୍ଦ୍ଧା…

Read More

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର

ଚୌଦ୍ୱାର ଆମ୍ବିସନ କ୍ଲବରେ ମେଗା ରକ୍ତଦାନ ଶିବିର ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ମା’ ବିରଜା କ୍ରିକେଟ କ୍ଲବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଓଟିଏମ କଲୋନୀସ୍ଥିତ ଆମ୍ବିସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ଶିବିରରେ ମୋଟ ୫୫ୟୁନିଟ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାନ ଶିବିରକୁ କ୍ରିକେଟ କ୍ଲବର କର୍ମକର୍ତ୍ତାଙ୍କ ସହିତ ଟେଟ୍ରାହେଡନ ଏଜୁକେସନାଲ ଟ୍ରଷ୍ଟ ସହଯୋଗ କରିଥିଲା। କାର୍ଯ୍ୟକ୍ରମରେ…

Read More

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ୫୦୦ ପାଉଣ୍ଡ ଆମେରିକୀୟ ବୋମା

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ୫୦୦ ପାଉଣ୍ଡ ଆମେରିକୀୟ ବୋମା ବାରିପଦା(ଏନ୍‌.ଏମ୍‌.): ମୟୂରଭଞ୍ଜ ସୀମାନ୍ତ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ବହରାଗୋଡ଼ା ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀକୂଳ ବାଲିରୁ ଏକ ଶକ୍ତିଶାଳୀ ତଥା ଜୀବନ୍ତ ବୋମା ଉଦ୍ଧାର କରାଯାଇଛି। ଏହା ଦ୍ୱିତୀୟ_ବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ବୋମା, ଯାହାର ଓଜନ ପ୍ରାୟ ୫୦୦ ପାଉଣ୍ଡ ବା ୨୨୭ କିଲୋଗ୍ରାମ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ବିଶାଳକାୟ ବୋମା ମିଳିବା ପରେ ସ୍ଥାନୀୟ…

Read More

ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ

ସଫଳ ପୁଲିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ ଖେଳାଳୀଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ନିଜ ବକ୍ତବ୍ୟରେ କହିଥିଲେ, କ୍ରୀଡ଼ାବିତ୍‌ଙ୍କ ଏହି ସଫଳତା ରାଜ୍ୟ ଓ ଓଡ଼ିଶା ପୁଲିସ ପାଇଁ ଗୌରବର…

Read More

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ କଟକ(ଏନ୍‌.ଏମ୍‌.): ବରିଷ୍ଠ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ସର୍ବଭାରତୀୟ ସଭାପତିଙ୍କ ମାତା କେଶରୀ ସାହୁଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗୀୟା ସାହୁଙ୍କ ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ଥାନୀୟ ସିଡିଏ କୃଷକ ବଜାରସ୍ଥିତ ସାନପୁଅଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ-ବୋହୁ, ନାତି, ନାତୁଣୀ, ଝିଅ- ଜ୍ୱାଇଁ, ଭଣଜା ପ୍ରମୁଖ…

Read More

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ : ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ବିଧାନସଭା ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ବିଭିନ୍ନ ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ସରକାର୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଜମି ନେଇ ଶିଳ୍ପ କରୁ ନଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ବନ୍ଦ ଥିବା ୯୧୪ ସଂସ୍ଥାରୁ ଇଡକୋ…

Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ: ୨ ବାଂଲାଦେଶୀ ମୃତ, ୭ ଆହତ, ସମୁଦ୍ରରେ ଫସି ରହିଛି ବାଂଲାର ଜାହାଜ

ମଧ୍ୟପ୍ରାଚ୍ୟ ଯୁଦ୍ଧ: ୨ ବାଂଲାଦେଶୀ ମୃତ, ୭ ଆହତ, ସମୁଦ୍ରରେ ଫସି ରହିଛି ବାଂଲାର ଜାହାଜ ଢାକା(ଏଜେନ୍ସି): ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ବିଶ୍ୱ ଏବେ ସମସ୍ୟାରେ ଛନ୍ଦି ହୋଇ ଯାଇଛି। ଇରାନ ଓ ଇସ୍ରାଏଲ,ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ଏବେ ନିରୀହ ବିଦେଶୀ ଶ୍ରମିକଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହୋଇଛି। ବିଭିନ୍ନ ଦେଶ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ ଦୁଇଜଣ ବାଂଲାଦେଶୀ ନାଗରିକ ପ୍ରାଣ ହରାଇବା ସହ ୭ ଜଣ…

Read More

ଟ୍ରମ୍ପଙ୍କ ଦାବି: ପାକିସ୍ତାନ-ଭାରତ ମଧ୍ୟରେ ଶାନ୍ତି ଆଲୋଚନା, ଶରିଫଙ୍କ ଉଲ୍ଲେଖ କରି କହିଲେ, ପ୍ରାଣହାନିର ସମ୍ଭାବନା ରହିଛି

ଟ୍ରମ୍ପଙ୍କ ଦାବି: ହସ୍ତକ୍ଷେପ ଯୋଗୁଁ ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ଟଳିଲା, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ସେହି ଦାବି କରିଛନ୍ତି ଯେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଠଟି ଯୁଦ୍ଧ ଶେଷ କରିଥିଲେ, ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ମଧ୍ୟ ସାମିଲ ଥିଲା। ତାଙ୍କର ଏହି ମନ୍ତବ୍ୟରେ ଏହି ବିଷୟରେ ବିଶେଷ କିଛି ନୂଆ ତଥ୍ୟ ମିଳି ନାହିଁ। ଅବଶ୍ୟ, ଶ୍ରୀ…

Read More

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଚାକିରୀ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ #ଭଦ୍ରକ (ଏନ୍‌.ଏମ୍‌.): ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ମିଳିଲାନି ଚାକିରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ସୂଚନା ଅନୁସାରେ, ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଜୟଲକ୍ଷ୍ମୀ ଦାସ ଅର୍ଲି ଚାଇଲ୍ଡହୁଡ୍ କେୟାର୍ ଏଜୁକେସନ୍ ପାଠ୍ୟକ୍ରମ ଶେଷ କରିଛନ୍ତି। ସେ ଶିଶୁ ବାଟିକାରେ ଚାକିରୀ ପାଇଁ…

Read More

କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା

କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା କଟକ (ଏନ୍‌.ଏମ୍‌.): ନିର୍ମାଣ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଗଲା ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। କଟକ ଜିଲ୍ଲାରେ ଥିବା ୪ ହଜାର ୪୯ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ତରଫରୁ ୨୬ କୋଟି ୨୦ ଲକ୍ଷ ୭୮ ହଜାର ରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ଅର୍ଥ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୂଲ୍ୟରେ ନୂଆପଡା ଗାଦି ଗୋସାଇଁ…

Read More