Month: August 2025

କଟକ ଜିଲ୍ଲା ପି.ଇ.ଓ. ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ଚୟନ

କଟକ ଜିଲ୍ଲା ପି.ଇ.ଓ. ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ଚୟନ #ଜଗତପୁର(ଏନ୍‌.ଏମ୍‌.): ଗ୍ରାମାଞ୍ଚଳରେ ସରକାରୀ ଯୋଜନାଙ୍କୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାର ମୁଖ୍ୟ ସୂତ୍ରଧର ହେଉଛନ୍ତି ପି.ଇ.ଓ। ସବୁବେଳେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିଜର କର୍ତ୍ତବ୍ୟ ନିର୍ବାହ କରୁଥିଲେ ମଧ୍ୟ…

ଉଠାଦୋକାନୀଙ୍କ ଆତ୍ମହତ୍ୟା ଉଦ୍ୟମ : ମହାସଙ୍ଘର ଗଭୀର ଉଦବେଗ

ଉଠାଦୋକାନୀଙ୍କ ଆତ୍ମହତ୍ୟା ଉଦ୍ୟମ : ମହାସଙ୍ଘର ଗଭୀର ଉଦବେଗ କଟକ(ଏନ୍‌.ଏମ୍‌.): ପୁଲିସର ଜୁଲମ ଆଉ ରୋଜଗାର ବନ୍ଦ। ସବୁଆଡ଼ୁ ସମସ୍ୟାରେ ଘାଣ୍ଟି ହେବା ବେଳେ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ପଦକ୍ଷେପ ନେଇଛନ୍ତି ଜଣେ ଉଠା ଦୋକାନୀ। ସ୍ଥାନୀୟ ସିଡିଏ ସେକ୍ଟର-୬…

ଅପରେସନ ଗରୁଡ଼ ପୋଲିସର ଢାଲ

ଅପରେସନ ଗରୁଡ଼ ପୋଲିସର ଢାଲ କଟକ(ଏନ୍‌.ଏମ୍‌.): ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବ ଓଡିଶା ପୋଲିସ। ଅଗଷ୍ଟ ୧ରୁ ଆରମ୍ଭ ହୋଇଛି ଅପରେସନ ଗୁରୁଡ଼। ର।।ଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶରେ ଚାଲିଛି ଏଭଳି ଅପରେସନ।…

୩୩୪ଟି ଦଳର ପଂଜୀକରଣ ରଦ୍ଦ କଲେ ନିର୍ବାଚନ କମିସନ

୩୩୪ଟି ଦଳର ପଂଜୀକରଣ ରଦ୍ଦ କଲେ ନିର୍ବାଚନ କମିସନ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତର ନିର୍ବାଚନ କମିସନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅଥବା ଆରୟୁପିପିର ପଞ୍ଜୀକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ…

ରାକ୍ଷୀପୂର୍ଣ୍ଣିମାରେ ମିଳିଲା ସୁଭଦ୍ରାର ତୃତୀୟ କିସ୍ତି

ରାକ୍ଷୀପୂର୍ଣ୍ଣିମାରେ ମିଳିଲା ସୁଭଦ୍ରାର ତୃତୀୟ କିସ୍ତି କୋରାପୁଟ(ଏନ୍‌.ଏମ୍‌.): କଥା ଦେଇ କଥା ରଖିଛନ୍ତି ମୋହନ ସରକାର। ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି। କୋରାପୁଟର ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

ସହିଦ ଭାଇ ହାତରେ ଭଉଣୀ ବାନ୍ଧିଲା ରାକ୍ଷୀ

ସହିଦ ଭାଇ ହାତରେ ଭଉଣୀ ବାନ୍ଧିଲା ରାକ୍ଷୀ ମାଲକାନଗିରି (ଏନ୍‌.ଏମ୍‌.): ଭାଇ ଭଉଣୀଙ୍କୁ ଏକ ନିଆରା ସମ୍ପର୍କରେ ବାନ୍ଧି ରଖିଥାଏ ଏହି ରାକ୍ଷୀ। କାହିଁ କେଉଁ ଦୂରରୁ ଭାଇ ଭଉଣୀଙ୍କୁ ଟାଣି ଆଣିଥାଏ ରାକ୍ଷୀ। ଆଜିର ଦିନରେ ଭାଇଠାରୁ ଭଉଣୀ ଯେତେଦୂରରେ…