ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯିବା ଭଳି ଚାଞ୍ଚଲ୍ୟ ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିଶ୍ୱଜିତ ତାଙ୍କ ମା’ଙ୍କ ସହିତ ରହୁଥିଲେ । ତାଙ୍କ ମା’ ଗତ କିଛି ଦିନ ହେବ ପୁରୀ ଯାଇଛନ୍ତି । ବିଶ୍ୱଜିତ ଏକା ଥିବା ବେଳେ ଗତ ଶୁକ୍ରବାର ତାଙ୍କୁ…

Read More

ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ

ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଏସକେୱାଇ ନବୀନ କାର୍ଡ଼ ପାଇଁ ରାଜ୍ୟସରକାର ଏସଓପି ଜାରି କରିଛନ୍ତି । ତେବେ ନିୟମିତ ସରକାରୀ ଚାକିରିଆ ହୋଇଥିଲେ ଏହି ସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । ରାଜ୍ୟ ସରକାରରେ ଚାକିରି ନିୟମିତ ହୋଇଥିବା କର୍ମଚାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ନବୀନ କାର୍ଡ ପାଇଁ ଆବେଦନ କରିପାରିବେ । ଏହି କାର୍ଡ ପାଇଁ ଆଉ…

Read More

୪ ନେତାଙ୍କୁ ଲୋକସଭା ଆସନରେ ବିଜେଡିର ଗ୍ରୀନ୍ ସିଗନାଲ୍‌: ସମ୍ବଲପୁରରୁ ବବି, ବ୍ରହ୍ମପୁରରୁ ମାନସ

୪ ନେତାଙ୍କୁ ଲୋକସଭା ଆସନରେ ବିଜେଡିର ଗ୍ରୀନ୍ ସିଗନାଲ୍‌: ସମ୍ବଲପୁରରୁ ବବି, ବ୍ରହ୍ମପୁରରୁ ମାନସ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ହେବିୱେଟ ତଥା ଲୋକପ୍ରିୟ ରାଜନେତାଙ୍କୁ ବିଜେଡି କେଉଁଠି ପ୍ରାର୍ଥୀ ଦେବ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି । ୨୦୨୪ ସାଧାରଣ ନିର୍ବାଚନ ଆଉ ମାତ୍ର କେଇଟା ମାସ ଥିବାବେଳେ ବିଜେଡିର ୪ଜଣ ପ୍ରଭାବଶାଳୀ ରାଜନେତାଙ୍କୁ ନେଇ ଏବେ ଚାଲିଛି ଅଙ୍କକଷା । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ…

Read More

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ନେଇ ପତ୍ନୀକୁ ବାଉଁଶ ବାଡିରେ ଅମାନୁଷିକ ଭାବରେ ଦିନ ଦ୍ୱିପହରରେ ପିଟିପିଟି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଶୁଣାଣି ହୋଇଛି । ସୂଚନାଯୋଗ୍ୟ ଯେ, ୨୯/୧୦/୨୦୨୧ ମସିହାରେ ମହୁଭଣ୍ଢାର ଗ୍ରାମର ରାମଜିତ୍ ଟୁଡୁ (୫୫)ପାରିବାରିକ ସମସ୍ୟା ନେଇ ପତ୍ନୀ ଆଶମାତଙ୍କ…

Read More

ରାସ୍ତାର ଉନ୍ନତକରଣ ନିମନ୍ତେ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ

ରାସ୍ତାର ଉନ୍ନତକରଣ ନିମନ୍ତେ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଏବଂ ଚୌଦ୍ୱାର ପୌର ପାଳିକାରେ ରାସ୍ତାର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ୫୫ ଜାତୀୟ ରାଜପଥ ନିକଟ ୧୬ ନମ୍ୱର ୱାର୍ଡ ସ୍ଥିତ ଧୂମାବତୀ ଛକ ଠାରୁ ନୁଆପାଟଣା ଛକ ପର୍ଯ୍ୟନ୍ତ ରାସ୍ତାଟି ଯାହାକି ପୁରୁଣା କଟକ ସମ୍ବଲପୁର ରାସ୍ତା ନାମରେ ନାମିତ ହୋଇଛି ଉକ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପ୍ରସାରଣ ନିମନ୍ତେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ…

Read More

କଟକ ରିଟେଲ ଡିଲର୍ସ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ

କଟକ ରିଟେଲ ଡିଲର୍ସ ଆସୋସିଏସନର ବାର୍ଷିକ ବନ୍ଧୁ ମିଳନ #କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର୍ସ ଆସୋସିଏସନ୍ ର ବାର୍ଷିକ ବନ୍ଧୁ ମିଳନ ସ୍ଥାନୀୟ ଜଗତପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଠାରେ ଆସୋସିଏସନ୍ ସଭାପତି ତଥା ସିଏମସିର ପୂର୍ବତନ ଡେପୁଟୀ ମେୟର ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିଏମସି ମେୟର ସୁଭାଷ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ…

Read More

କଟକ ଜିଲ୍ଲାରେ ଅର୍ପଣ ରଥ ପରିକ୍ରମାର ପଞ୍ଚମ ଦିନ: ହୁଳୁହୁଳି ଓ ଶଙ୍ଖଧ୍ୱନି ସହ ଭବ୍ୟ ସ୍ୱାଗତ

କଟକ ଜିଲ୍ଲାରେ ଅର୍ପଣ ରଥ ପରିକ୍ରମାର ପଞ୍ଚମ ଦିନ: ହୁଳୁହୁଳି ଓ ଶଙ୍ଖଧ୍ୱନି ସହ ଭବ୍ୟ ସ୍ୱାଗତ #କଟକ(ଏନ୍‌.ଏମ୍‌.): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟର ପ୍ରତ୍ୟେକ ଘରୁ ସଂଗ୍ରହ ହେଉଛି ଗୁଆ ଓ ଚାଉଳ । ଏଥିପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ଘରକୁ ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରୁଛି । ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ରଥକୁ ସ୍ୱାଗତ କରିବା ସହ…

Read More

୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ୁଛି ରାଜନୈତିକ ଉଷ୍ମତା: ଶାସକ ଦଳରେ ଏବେ ଚାଲିଛି ପ୍ରତିଯୋଗିତା, ଅପେକ୍ଷାରେ ଆଶାୟୀ ପାର୍ଥୀ

୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ୁଛି ରାଜନୈତିକ ଉଷ୍ମତା ଚୌଦ୍ୱାର-କଟକ ଶାସକ ଦଳରେ ଏବେ ଚାଲିଛି ପ୍ରତିଯୋଗିତା, ଅପେକ୍ଷାରେ ଆଶାୟୀ ପାର୍ଥୀ #ଚୌଦ୍ୱାର(ଏନ୍‌.ଏମ୍‌.): ଆଉ ମାସ କେଇଟା ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ । ଏଥି ପାଇଁ ଚାଲିଛି ଘନଘନ ପ୍ରସ୍ତୁତି । ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଥିବାବେଳେ ରାଜନୈତିକ ଶିବିରରେ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଛି । ତେବେ ଏଥର ବିଭିନ୍ନ ନିର୍ବାଚନ ମଣ୍ଡଳୀ ମଧ୍ୟରେ ୯୧ନମ୍ବର ବିଧାନସଭା ଅର୍ଥାତ ଚୌଦ୍ୱାର…

Read More

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ #ତାଳଚେର(ଏନ୍‌.ଏମ୍‌.): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ରାଫକ ଇନସପେକ୍ଟର ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଭଳି ଘଟଣା କଳାହୀରାର ରାଜଧାନୀ ତାଳଚେର ଅଞ୍ଚଳରେ ଘଟିଛି । ଟ୍ରାଫିକ ଇନସପେକ୍ଟର ଜିତେନ୍ଦ୍ର ବେହେରା ନିଜ ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିବାବେଳେ ବାଟରୁ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଶ୍ରୀ ବେହେରାଙ୍କ ଗାଡ଼ିରୁ…

Read More

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ #ନରସିଂହପୁର(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନର ଅବ୍ୟବହିତ ପୂର୍ବରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବାବେଳେ ସବୁଆଡେ ଭବ୍ୟ ସ୍ୱାଗତ କରାଯାଉଛି । ମାତ୍ର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଗ୍ରାମବାସୀମାନେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଯାହା ଫରେ ସରକାର…

Read More

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି : କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର #କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକରେ ବିଭିନ୍ନ ସରକାରୀ ତଥା ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟରେ ବହୁବିଧ ସମସ୍ୟା ଦେଖାଦେବା ସହ ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି କଟକ ସିଟି ହସ୍ପିଟାଲ, ସିଡିଏମଓ କାର୍ଯ୍ୟାଳୟରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହେବା…

Read More

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ #ବାସୁଦେବପୁର(ଏନ୍‌.ଏମ୍‌.): ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସରରେ ବାସୁଦେବପୁର ପୌର ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇ ଯାଇଛି । ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ସମୀର ରଞ୍ଜନ ଦାଶ, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍‌, ସ୍ଥାନୀୟ କାଉନସିଲର ଜୟନ୍ତୀ ସାହୁ ଓ କୁନ୍ତଳା ସେଠୀ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ ।…

Read More