କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ #ଭବାନୀପାଟଣା(ଏନ୍.ଏମ୍.): ପ୍ରଦେଶ କଂଗ୍ରେସରେ ନୂତନ ପ୍ରଭାରୀ ଭାବେ ଅଜୟ କୁମାର ଦାୟିତ୍ୱ ନେବାପରେ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଦଳର ହେବିୱେଟ ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ସହ ଅନ୍ୟ ଦଳର ହେଭିୱେଟ ନେତାଙ୍କୁ ଦଳକୁ ଆଣି ଆଗାମୀ ନିର୍ବାଚନରେ କଂଗ୍ରେସ ଅଧିକ ଆସନ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେଡିର ପୂର୍ବତନ ବିଧାୟକ…
