ଘସିଏନରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ

ଘସିଏନରେ ବିଜୁଜନତା ଦଳ ପକ୍ଷରୁ ବିରାଟ ମହିଳା କର୍ମୀ ସମାବେଶ ମାତୃଶକ୍ତି ହିଁ ମୋର ଚଳାପଥକୁ ସଫଳ କରିବ: ବିଧାୟକ ସରୋଜ ମେହେର ପାଟଣାଗଡ଼ (ଏନ୍‌.ଏମ୍‌.): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଘସିଏନ ଖେଳପଡିଆ ଠାରେ ବିଜୁଜନତା ଦଳ ପକ୍ଷରୁ ୧୪ ନମ୍ବର ଜୋନସ୍ତରୀୟ ବିରାଟ ମହିଳା କର୍ମୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ସମାବେଶରେ ସରକାରୀ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୂଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ।…

Read More

ଘନକୁହୁଡ଼ି ଯୋଗୁ ଡିଭାଇଡରରେ ପିଟି ହୋଇ ବସ ଦୁର୍ଘଟଣା: ୨୧ ଆହତ

ଘନକୁହୁଡ଼ି ଯୋଗୁ ଡିଭାଇଡରରେ ପିଟି ହୋଇ ବସ ଦୁର୍ଘଟଣା: ୨୧ ଆହତ #ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ଭୋରୁ ଭୋରୁ ୫୫ନମ୍ବର ଜାତୀୟ ରାଜପଥ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ସାଢେ ୩ଟା ସମୟରେ ଓଡି ୦୫ ବିକେ ୫୪୭୫ ନମ୍ବର ବିଶିଷ୍ଟ ଶ୍ରୀ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ଦେବଗଡ଼ ଅଞ୍ଚଳରୁ ଭୁବନେଶ୍ୱର ଆସୁଥିବା ସମୟରେ ସ୍ଥାନୀୟ ନୂଆପାଟଣା କଫିବାର ଛକ ନିକଟରେ ଦୁର୍ଘଟଣା…

Read More

ଚୌଦ୍ୱାର କଲେଜ୍ ବାଣିଜ୍ୟ ବିଭାଗ ୨୦୧୭ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ

ଚୌଦ୍ୱାର କଲେଜ୍ ବାଣିଜ୍ୟ ବିଭାଗ ୨୦୧୭ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କଲେଜ୍ ବାଣିଜ୍ୟ ବିଭାଗର ୨୦୧୭ ବ୍ୟାଚ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭରାଣ୍ଡି ଗ୍ରାମ ସ୍ଥିତ ହନୁମାନ ହୁଡ଼ାରେ ଏହି ଉତ୍ସବ ପାଳିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ବାଣିଜ୍ୟ ବିଭାଗ ୨୦୧୭ ବ୍ୟାଚ ଛାତ୍ରମାନେ ଯୋଗ ଦେଇଥିଲେ । ସମସ୍ତେ ମିଳିମିଶି ନାଚ ଗୀତ ସହିତ ମନୋରଞ୍ଜନ କରିଥଲେ । ସକାଳୁ କାର୍ଯ୍ୟକ୍ରମ ଆରମ୍ଭ…

Read More

କଟକ କମିଶନରେଟ ପୁଲିସରେ ଡିସିପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂହ

କଟକ କମିଶନରେଟ ପୁଲିସରେ ଡିସିପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂହ #କଟକ(ଏନ୍‌.ଏମ୍‌.): କମିଶନରେଟ ପୁଲିସରେ ଆଜି ନୂତନ କଟକ ଡିସିପି ଦାୟିତ୍ୱ ଗ୍ରହଣ କରିଛନ୍ତି । କନୱର ବିଶାଲ ସିଂହ ଆଜି କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ବିଭାଗ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଏହା ପୂର୍ବରୁ ପୁରୀ ଏସପି ଭାବେ ଦକ୍ଷତାର ସହ କାର୍ଯ୍ୟକରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ୨୦୧୦…

Read More

କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ଦେଶରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳରେ ପ୍ରସ୍ତୁତି ଆରମ୍ଭ ହୋଇଛି । ନେତାମାନେ କିଭଳି ଜନତାଙ୍କୁ ନିଜ ଆଡକୁ ଆକୃଷ୍ଟ କରି ପାରିବେ ସେ ନେଇ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ତାଙ୍କୁ…

Read More

ଜୁନିଅର ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଜୁନିଅର ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ #କଟକ(ଏନ୍‌.ଏମ୍‌.): ଜୁନିଅର ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଓଡିଶା ହାଇକୋର୍ଟ । ତେବେ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । ଆଜି ମାମଲାର ଚୂଡାନ୍ତ ଶୁଣାଣି ଚାଲିଥିବା ବେଳେ ରାଜ୍ୟ ସରକାର କେତୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି । ଯାହାକୁ ଆବେଦନକାରୀ ବିରୋଧ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଥିଲା…

Read More

ପେସାରେ ସାମ୍ୱାଦିକ, କିନ୍ତୁ ଚଳାଇଥିଲେ ଚୋରା ବାଇକ୍ ରାକେଟ

ପେସାରେ ସାମ୍ୱାଦିକ, କିନ୍ତୁ ଚଳାଇଥିଲେ ଚୋରା ବାଇକ୍ ରାକେଟ #ବାଲେଶ୍ୱର(ଏନ୍‌.ଏମ୍‌.): ଏବେ ସାମ୍ବାଦିକତା ଭଳି ପବିତ୍ର ବୃତ୍ତି କଳୁଷିତ ହୋଇଯାଇଛି । ବହୁ ସାମ୍ବାଦିକ ନିଜର ବୃତ୍ତିର ପରିସୀମା ଭିତରେ ନରହି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଯୋଗୁଁ ସମାଜରେ ସମଗ୍ର ସାମ୍ବାଦିକ ବର୍ଗ ଆଜି ନିନ୍ଦିତ ହେଉଛନ୍ତି । ଏଭଳି ଏକ ସଂଗୀନ ଅପରାଧ ମୂଳକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ପେସାରେ ସାମ୍ୱାଦିକ । କିନ୍ତୁ ଚଳାଇଥିଲେ ଚୋରା ବାଇକ୍…

Read More

ନୂଆ ଦାୟିତ୍ୱ ଗ୍ରହଣ କଲେ ସମର୍ଥ ବର୍ମା, କାର୍ଯ୍ୟରେ ଯୋଗଦେଲେ ପୁରୀର ନୂଆ ଜିଲ୍ଲାପାଳ

ନୂଆ ଦାୟିତ୍ୱ ଗ୍ରହଣ କଲେ ସମର୍ଥ ବର୍ମା, କାର୍ଯ୍ୟରେ ଯୋଗଦେଲେ ପୁରୀର ନୂଆ ଜିଲ୍ଲାପାଳ ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମର୍ଥ ବର୍ମା । ପୂର୍ବରୁ ସେ ପୁରୀ ଜିଲ୍ଲାପାଳ ଥିଲେ । ୮ ଦିନ ତଳେ ତାଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରସାଶକ ଭାବେ ବଦଳି କରାଯାଇଥିଲା । ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଦାଶ । ନୂଆ ଦାୟିତ୍ୱ…

Read More

ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ

ଟିଏଲ୍‌ସି ପାୱାର କ୍ଲବ୍ ଖୋର୍ଦ୍ଧାର ବନ୍ଧୁ ମିଳନ #ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ସ୍ଥିତ ଟିଏଲସି ଠାରେ ପାୱାର କ୍ଲବ୍‌ର ବନ୍ଧୁ ମିଳନ ଉତ୍ସବ ବଡ଼ ଦୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲବ୍‌ଟି ୧୯୯୦-୧୯୯୧ ମସିହାରୁ ଗଠନ ହୋଇ କର୍ମକର୍ତ୍ତା ତଥା ସଦସ୍ୟଙ୍କ ଚିତ୍ତବିନୋଦନ କରି ଆସୁଛି । କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ ଉପସଭାପତି ଶିବୁ ଭାଇ, ସମ୍ପାଦକ କୁନୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ…

Read More

ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଓ ସମାବେଶ : ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଓ ସମାବେଶ ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଞ୍ଚାଓ ସମାବେଶ । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ କେନ୍ଦ୍ରର ମୋଦୀ ସରକାର ଏବଂ ରାଜ୍ୟରେ ନବୀନ ସରକାରଙ୍କ ଉପରେ ବହେ ବର୍ଷିଥିଲେ । ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

Read More

ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା #ଭୁବନେଶ୍ୱର(ଏନ୍‌.ଏମ୍‌.): ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ-ଭୁବନେଶ୍ୱର ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହି ଅବସରରେ ନୂଆ ପୁଲିସ…

Read More

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ #ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ନିର୍ବାଚନ ପ୍ରକ୍ରିୟା । ଲୋକସଭା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ହେବ । ତେବେ ଫେବ୍ରୁଆରୀ ୨୭ତାରଖରେ ରାଜ୍ୟସଭା ନିର୍ବାଚନ ହେବା ନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ,…

Read More