ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ : ଦୃଢ ସଂକଳ୍ପ ଓ କର୍ମ ନିଷ୍ଠା ହିଁ ସଫଳତାର ଚାବିକାଠି – ମୁଖ୍ୟ ଶାସନ ସଚିବ

ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ଦୃଢ ସଂକଳ୍ପ ଓ କର୍ମ ନିଷ୍ଠା ହିଁ ସଫଳତାର ଚାବିକାଠି – ମୁଖ୍ୟ ଶାସନ ସଚିବ #କେନ୍ଦୁଝର(ଏନ୍‌.ଏମ୍‌.): କେନ୍ଦୁଝର ସ୍ଥିତ ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସର ଭବ୍ୟ ସମାରୋହ ବିଶ୍ୱ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବର୍ତ୍ତମାନର ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ…

Read More

କେନ୍ଦୁମୁଣ୍ଡିରେ ବିଜେଡି ପକ୍ଷରୁ ବିରାଟ ମହିଲା ଓ କର୍ମୀ ସମାବେଶ

କେନ୍ଦୁମୁଣ୍ଡିରେ ବିଜେଡି ପକ୍ଷରୁ ବିରାଟ ମହିଲା ଓ କର୍ମୀ ସମାବେଶ #ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଠାରେ ବିଜେଡି ପକ୍ଷରୁ ବିରାଟ ମହିଲା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଛି । ୧୬ ନମ୍ବର ଜୋନ ବିଜେଡି ସଭାପତି ପ୍ରେମାନନ୍ଦ ବଢେଇଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୋନସ୍ତରୀୟ ମହିଳା ଓ କର୍ମୀ ସମାବେଶରେ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ହଜାର ହଜାର ମହିଲା ଓ ପୁରୁଷ କର୍ମୀମାନେ…

Read More

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଖରା ଓ ଶାଳଗାଁ ଗ୍ରାମପଞ୍ଚାୟତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ଏହି ପର୍ବରେ ବିଜେପିର ରାଜ୍ୟସ୍ତରୀୟ ନେତୃଙ୍କ ଉପସ୍ଥିତିରେ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଶାଳଗାଁ ପଞ୍ଚାୟତର ପ୍ରଭାବଶାଳୀ ସରପଞ୍ଚ ପବିତ୍ର ଉପାଧ୍ୟାୟ ଏବଂ ତାଙ୍କ ପତ୍ନୀ ତଥା ନଖରା ପଞ୍ଚାୟତର ସରପଞ୍ଚ ମଧୁଛନ୍ଦା…

Read More

ରୂପାଲୀ ଲେଙ୍କାଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା

ରୂପାଲୀ ଲେଙ୍କାଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ପଦଯାତ୍ରା #କଟକ(ଏନ୍‌.ଏମ୍‌.): ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ବହୁ ଲୋକାଭିମୁଖୀ ଯୋଜନାର ପ୍ରଣୟନ କରିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ନବୀନ ବାବୁଙ୍କ ନିର୍ଦ୍ଦେଶକ୍ରମେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କରାଯାଉଛି । ଏହି ଅବସରରେ ଚୌଦ୍ୱାର କଟକ ବିଜେଡିର ନାରୀନେତ୍ରୀ ରୂପାଲୀ ଲେଙ୍କା…

Read More

ହାପି କିଡ୍ସ ଇଂଲିଶ ମିଡ଼ିମ୍ ସ୍କୁଲରେ ଜାତୀୟ କୃମି ନାଶକ ଦିବସ

ହାପି କିଡ୍ସ ଇଂଲିଶ ମିଡ଼ିମ୍ ସ୍କୁଲରେ ଜାତୀୟ କୃମି ନାଶକ ଦିବସ #କଟକ ସଦର(ଏନ୍‌.ଏମ୍‌.): ଜାତୀୟ କୃମି ନାଶକ ଦିବସ ଅବସରରେ ଶିଶୁ ରୋଗ ବିଶେଷଜ୍ଞ୍ ଡାକ୍ତର ଅଶୋକ ଶତପଥିଙ୍କ ଅଧ୍ୟକ୍ଷତାରେ କଟକ ସଦର ଅନ୍ତର୍ଗତ ସୋମପୁର ଠାରେ ହାପି କିଡ୍ସ ଇଂଲିଶ ମିଡିୟମ ସ୍କୁଲରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଅଭିଭାବକମାନଙ୍କ ଉପସ୍ଥିତିରେ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କୃମି ଔଷଧ ବଣ୍ଟନ କରାଯାଇଥିଲା । ସରକାରୀ ହୋମିଓପାଥିକ ଚିକିତ୍ସାଳୟ…

Read More

୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ

୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ #ପାଟଣାଗଡ଼(ଏନ୍‌.ଏମ୍‌.): ୩ ଦିନ ହେଲା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଯୁବକ । ପତ୍ନୀ ଚାରିଆଡ଼େ ସ୍ୱାମୀକୁ ଖୋଜି ବୁଲୁଥିଲେ ହେଲେ ପତ୍ତା ପାଉ ନଥିଲେ । ଶେଷରେ ଗାଁର ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲାରମ୍ଭା ଥାନା ଫଟାମୁଣ୍ଡା ଗାଁରେ ଘଟିଛି…

Read More

ଆରପାରିରେ ଖଲିକୋଟ ରାଣୀ; ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଆରପାରିରେ ଖଲିକୋଟ ରାଣୀ; ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ #କବିସୂର୍ଯ୍ୟନଗର(ଏନ୍‌.ଏମ୍‌.): ପୂର୍ବତନ ବିଧାୟିକା ତଥା ଖଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ସେ ୧୦ ଥର ବିଧାୟିକା ହୋଇଛନ୍ତି । ସେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର…

Read More

ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବ

ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବ #ଭୁବନେଶ୍ୱର(ଏନ୍‌.ଏମ୍‌.): ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୟଦେବ ଭବନ ଠାରେ ଆୟୋଜିତ ସମାବେଶରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଯୋଗଦେଇ ସାମ୍ବାଦିକ ମାନେ ବିଭିନ୍ନ…

Read More

ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ

ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ #ଜଗତପୁର(ଏନ୍‌.ଏମ୍‌.): ରାଜ୍ୟରେ ଜନସାଧାରଣ ତ୍ୱରିତ ତଥା ଉନ୍ନତ ଚିକିତ୍ସା ସେବା ପାଇବା ଉପରେ ରାଜ୍ୟସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଠାରୁ ଆରମ୍ଭ କରି ଘର ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବିଶେଷ କରି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଗୁରୁତ୍ୱ…

Read More

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିଜୀ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଶାମଣି ଦେଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ତେବେ ପାଠ ପଢା ସହିତ ସାମାଜିକ କାମ ଓ ଅନ୍ୟାନ୍ୟ କ୍ଷେତ୍ର ଯଥା ନାଚ, ଗୀତ,…

Read More

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ #କଟକ(ଏନ୍‌.ଏମ୍‌.): ସାମ୍ବାଦିକତାର ପରିପୃଷ୍ଟତା, ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ଗଠନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଘଟୁଥିବା ଘଟଣା ପ୍ରବାହ ଚିନ୍ତାର ବିଷୟ ହୋଇଥିବାବେଳେ ଏ କ୍ଷେତ୍ରରେ ବେଳହୁଁ ସଚେତନତାର ଆବଶ୍ୟକତା ରହିଛି । ସାମ୍ବାଦିକତାର ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା…

Read More

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ #ପୁରୀ(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତେବେ ଜଗିବ କିଏ? ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ତାଙ୍କ ନାଁ ପ୍ରଦୀପ୍ତ କୁମାର ମହାପାତ୍ର । ତାଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରାଯାଇଛି…

Read More