ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ ଯୋଜନା ଅଟେ ଓଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦ ଅଟେ । ଗ୍ରାମ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କସ୍ତରରେ ଅତ୍ୟନ୍ତ ତୀବ୍ର ନିରୀକ୍ଷଣ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଗୃହ…

Read More

ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା

ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା #କଟକ(ଏନ୍‌.ଏମ୍‌.): ଦେଶର ସ୍ୱାଧୀନତା ଆନ୍ଦୋଳନର ମହାନ ଯୋଦ୍ଧା, ଆପୋଷହୀନ ଧାରାର ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ସଭା ସିଡିଏ ୮ନମ୍ବର ସେକ୍ଟରର ବାଇଗଣ ବସ୍ତିରେ ପାଳନ ହୋଇଯାଇଛି । ନେତାଜୀ ଜୟନ୍ତୀ ନେଇ ରାଜୁ ହେମ୍ବ୍ରମଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଉପସ୍ଥିତ ଅତିଥିମାନେ ନେତାଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଆଜିର ସମାଜ ନେତାଜୀଙ୍କୁ ଉଚିତ…

Read More

ଅନ୍ନଦା ପ୍ରସାଦ ରାୟଙ୍କ ୮୬ ତମ ଜୟନ୍ତୀ

ଅନ୍ନଦା ପ୍ରସାଦ ରାୟଙ୍କ ୮୬ ତମ ଜୟନ୍ତୀ #କଟକ(ଏନ୍‌.ଏମ୍‌.): ପ୍ରବୀଣ ସାରସ୍ୱତ ସାଧକ, ସ୍ତମ୍ଭକାର ତଥା ରାଜନୀତିଜ୍ଞ ସ୍ୱର୍ଗତ ଅନ୍ନଦା ପ୍ରସାଦ ରାୟଙ୍କ ୮୬ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ବଙ୍ଗାଳୀ ସାହିସି୍ଥତ ରାମକୃଷ୍ଣ କୁଟୀରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆୟୋଜିତ ଏହି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ସମୃଦ୍ଧି କ୍ଷେତ୍ରରେ ସ୍ୱର୍ଗତ ରାୟଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସଂସଦର…

Read More

କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’

କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’ #କଟକ(ଏନ୍‌.ଏମ୍‌.): କଟକରେ ୨ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ୨ ବର୍ଷର ପୁତ୍ର ସନ୍ତାନର ତଣ୍ଟି କାଟି ସାବତ ମା’ ଫାଶୀଦେଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତିରେ ମହିଳାଜଣକ ଶିଶୁପୁତ୍ରକୁ ନେଇ…

Read More

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ #କିଶନନଗର(ଏନ୍‌.ଏମ୍‌.): ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଟ ଓ ଯୁବ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୁବ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ…

Read More

ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ମକର ମିଳନ

ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ମକର ମିଳନ #କୋଣାର୍କ (ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ମକର ମିଳନ ଉତ୍ସବରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା…

Read More

କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ

କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ #ଆଠଗଡ଼(ଏନ୍‌.ଏମ୍‌.): କଖଡି ୟୁଥ୍ କ୍ଲବ ପକ୍ଷରୁ ୨୦ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ମହାବୀର ପଡିଆ (ଘାଟକୂଳ) ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପ୍ରତିନିଧି ତଥା ୩ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । କଖଡି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦିଲୀପ ଛତାର, ବିଜେଡି ସଭାପତି ରଞ୍ଜନ କୁମାର ମୁଦୁଲି, ବରିଷ୍ଟ ଶିକ୍ଷକ ବସନ୍ତ କୁମାର…

Read More

ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ #ରାଇରଙ୍ଗପୁର(ଏନ୍ ଏମ୍‌): ଓଡିଶା ବ୍ରାହ୍ମଣ ମହାସଙ୍ଘ, ରାଇରଙ୍ଗପୁର ଶାଖାର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଇରଙ୍ଗପୁରର ଶ୍ରୀ ଶ୍ରୀ ପୁର୍ଣ୍ଣେଶ୍ୱର ମନ୍ଦିରରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱକଲ୍ୟାଣ ମହାଯଜ୍ଞର ଆୟୋଜନ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ଆସନ୍ତା ମାର୍ଚ୍ଚ ମାସ ୨୩,୨୪,୨୫ ଓ ୨୬ତାରିଖ ୪ ଦିନ ବ୍ୟାପି ଯଜ୍ଞ…

Read More

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ ପୁରୀ(ଏନ୍‌.ଏମ୍‌.): ସ୍ଥାନୀୟ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋ-ଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ହୋଇଯାଇଛି । ଏହି ଅବସରରେ ଉତ୍ତରା କାଣ୍ଡ ପାଠ କରାଯାଇ ରାଜାଭିଷେକ, କଳିଯୁଗର ରୀତିନୀତି ବର୍ଣ୍ଣନା କରାଯାଇଥିଲା । ଗୋରୁଆଳ ଗ୍ରାମ ନିକଟ ଆଳିପଡ଼ା ଗ୍ରାମ ସ୍ଥିତ…

Read More

ହାତୀ ମୃତ୍ୟୁର କେଇ ଘଣ୍ଟା ନପୁରୁଣୁ, ବାଳି ଗାଁରୁ ହରିଣ ଉଦ୍ଧାର

ଅସୁରକ୍ଷିତ ବନ୍ୟଜନ୍ତୁ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ ହାତୀ ମୃତ୍ୟୁର କେଇ ଘଣ୍ଟା ନପୁରୁଣୁ, ବାଳି ଗାଁରୁ ହରିଣ ଉଦ୍ଧାର #ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଜଙ୍ଗଲରେ ରହୁଥିବା ହାତୀ, ହରିଣ ଆଦି ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଜଙ୍ଗଲରେ ବନ୍ୟଜନ୍ତୁଙ୍କ…

Read More

ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ

ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ #ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ନିମପୁର ଅଞ୍ଚଳରେ ପାତାଳ ଫୁଟି ଦେବ ଦେବ ମହାଦେବ ପ୍ରଭୁ କୃଷ୍ଣେଶ୍ୱରଙ୍କର ମକର ମେଳା ବେଶ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ମକର ମେଳାରେ ସ୍ଥାନୀୟ ଜଗତପୁର ଅଞ୍ଚଳର ବହୁ ଶ୍ରଦ୍ଧାଳୁ ବାବାଙ୍କର ଏହି ମେଳାରେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ସହିତ ବାବା କୃଷ୍ଣେଶ୍ୱରଙ୍କୁ ମନ୍ଦିର ବେଢା ଚର୍ତୁପାର୍ଶ୍ୱ ଏକ ସୁସଜିତ ବିମାନରେ ବେଢା ପରିକ୍ରମା କରାଯାଇଥିଲା । ମନ୍ଦିର ମୁଖ୍ୟ…

Read More

ବଡ଼ମ୍ବା ଟ୍ରାଜେଡି: ଦଳଚକଟାରେ ୪ଗୁରୁତର ଜଣେ ମୃତ

ବଡ଼ମ୍ବା ଟ୍ରାଜେଡି: ଦଳଚକଟାରେ ୪ଗୁରୁତର ଜଣେ ମୃତ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ବଡ଼ମ୍ବାସ୍ଥିତ ସିଂହନାଥଙ୍କ ପୀଠ ଏକ ଐତିହାସିକ ଧର୍ମାନୁଷ୍ଠାନ । ରାଜ୍ୟ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ଏହି ପୀଠରେ କେତେ ଶ୍ରଦ୍ଧାଳୁଙ୍କ ଆଗମନ ହେବ ସେ ନେଇ ଜିଲ୍ଲାପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସ ପ୍ରଶାସନ କେହିବି ଆକଳନ କରିନଥିଲେ । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ମାତ୍ର ୩ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା । କିନ୍ତୁ ସେଠାରେ…

Read More