ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ
ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ ଅନ୍ୟମାନଙ୍କୁ ଦେବା ପାଇଁ ୩ ସପ୍ତାହ ସମୟ ନେଲେ ଲିକ୍ୟୁଡେଟର #କଟକ(ଏନ୍.ଏମ୍.): ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ (ଓଟିଏମ୍) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ବିଚାରପତି ବିଶ୍ୱନାଥ ରଥ ଏହି ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ଫେବୃୟାରୀ ୧୭ ତାରିଖକୁ ଦନିନ ଧାର୍ଯ୍ୟ କରିଛନ୍ତି…
