ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ
ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ #ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୂର୍ଣଚନ୍ଦ୍ର ମହାରାଜା କଲ୍ୟାଣ ମଣ୍ଡପ ପରିସରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସାହିତ୍ୟ ଘର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱ କରିଥିଲାବେଳେ ରଂଜନ ନନ୍ଦ ଏବଂ ଅଧ୍ୟାପକ ଡଃ ଦିଗମ୍ବର ଗିରି ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ରୂପେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ,…
