ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ
ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ #ରାଇରଙ୍ଗପୁର(ଏନ୍.ଏମ୍.): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସନ୍ନିକଟ ହଳଦା ଗ୍ରାମପଞ୍ଚାୟତ ହଳଦା ଗ୍ରାମ ଖଡଖାଈ ନଦୀକୂଳ ଆମ ବାଗନାରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ ସାଉଁଳା ସେମେଲେଦ’ ଆନୁକୁଲ୍ୟରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପରିକ ପରିଧାନରେ ଆମବାଗାନରେ ଏକତ୍ରିତ ହୋଇଥିଲେ ।…
