ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼
ବାଡ଼ଯଦି ଫସଲ ଖାଏ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସଙ୍କ ଦ୍ୱାରା ଗୁଳିମାଡ଼ #ବ୍ରଜରାଜନଗର(ଏନ୍.ଏମ୍.): କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ ସୁରକ୍ଷା ଦେବ କିଏ? ଆଜି ସେହିଭଳି ଗୋଟିଏ ହୃଦୟ ବିଦାରକ ଘଟଣା ଘଟିବା ସହ ସୁରକ୍ଷା କର୍ମୀଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ତୁଟିବାରେ ଲାଗିଛି । ଆଜି ପୂର୍ବାହ୍ନରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ଗୁଳିବାଜିବା ଫଳରେ ସେ…
