ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବିଷ ଖାଇଥିବା ପାତ୍ରପୁର ଜିପିଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ #ବ୍ରହ୍ମପୁର(ଏନ୍‌.ଏମ୍‌.): ବିଷ ପାନ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ୧୨ ଦିନ ଧରି ଚିକିତ୍ସିତ ହେବା ପରେ ଆଖି ବୁଜିଛନ୍ତି । ସୂଚନା ଅନୁଯାୟୀ, ଜାନୁଆରୀ ୩୦ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର ବ୍ଲକକୁ ବଦଳି କରାଯାଇଥିଲା । ଭଞ୍ଜନଗର ବିଡିଓ ସଙ୍ଗେ ସଙ୍ଗେ ତାଙ୍କୁ ରିଲିଫ୍ କରି…

Read More

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ରୁ ସଦସ୍ୟ ପଦରୁ ନ୍ୟାୟମୂର୍ତ୍ତି ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ନ୍ୟାୟମୂର୍ତ୍ତି ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି…

Read More

କଟକରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟରର ବ୍ରାଣ୍ଡ ନୂଆ ଶୋ’ରୁମ୍‌

କଟକରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟରର ବ୍ରାଣ୍ଡ ନୂଆ ଶୋ’ରୁମ୍‌ ଟେକ୍ ଆଗ୍ରହୀମାନଙ୍କୁ ଯୋଗାଇବ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ #କଟକ(ଏନ୍‌.ଏମ୍‌.): ଅଗ୍ରଣୀ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ମେଟ୍ରୋ କମ୍ପ୍ୟୁଟରର କଟକର ପୁରୀଘାଟ ରୋଡରେ ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି । ଏହା ଅନ୍ୟ ପାରମ୍ପରିକ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ତୁଳନାରେ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ପ୍ରଦାନ କରିବ । ମେଟ୍ରୋ କମ୍ପ୍ୟୁଟର କଟକରେ ଆଇଟି ସେବା ପ୍ରଦାନକାରୀଙ୍କ ଦ୍ୱାରା ସର୍ବପ୍ରଥମ ନୂତନ ଷ୍ଟୋର । ଯାହା ଡିଜିଟାଲ୍…

Read More

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ #କଟକ(ଏନ୍‌.ଏମ୍‌.): କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନଆରଆରଆଇ)ରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ଆଖି ଆଗରେ ରଖି ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ…

Read More

କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ

କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ #କଟକ(ଏନ୍‌.ଏମ୍‌.): ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ କଟକରେ ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ମୋଟ ୪ଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ୧୭,୮୧,୭୯୦ ଟଙ୍କା ସମେତ ବହୁ କାଗଜପତ୍ର ଜବତ କରାଯାଇଛି । ବ୍ୟବସାୟୀ…

Read More

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ସହବନ୍ଧିତ ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ)ର ବାର୍ଷିକ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଜାତୀୟ ସଭାପତି ଡକ୍ଟର ପୀତବାସ ମିଶ୍ର, ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ,…

Read More

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ #ଆଠଗଡ଼ (ଏନ୍‌.ଏମ୍‌.): ମୃତ ହାତୀର ତଦନ୍ତ ସମୟରେ ବନବିଭାଗ କର୍ମଚାରୀଙ୍କ କଷ୍ଟଡ଼ିରେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ବନବିଭାଗ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଘଟଣାର ତଦନ୍ତ ଚାଲିଛି । ସୂଚନା ଅନୁଯାୟୀ, ଚଳିତ ମାସ ଦୁଇ ତାରିଖରେ ବଡମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ…

Read More

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ପାଳିତ ହୋଇଯାଇଛି ପବିତ୍ର ଅଗ୍ନି ଉତ୍ସବ । ବିଶେଷ କରି ଅଗ୍ନି ଉତ୍ସବକୁ ମହିମା ଧର୍ମବଲମ୍ବୀ ସାଧୁସନ୍ଥମାନେ ପାଳନ କରୁଥିବାବେଳେ ଏବେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶେଷ କରି ଝାଡ଼ ଜଳିବାର ପରମ୍ପରା ରହିଛି । ମହିମା ଧର୍ମର ବିଭିନ୍ନ ଶୂନ୍ୟମନ୍ଦିରରେ ଏହି ଉତ୍ସବ ବେଶ ଯାକଜମକରେ ପାଳିତ ହୋଇଥାଏ । ସେହି ଭଳି କଟକ ଜିଲ୍ଲାର…

Read More

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି #କଟକ(ଏନ୍‌.ଏମ୍‌.) : ସରକାର ଏଣିକି ଭାରତୀୟ ପ୍ରଶାସନିକ ସେବା ପାଇଁ ଓଡ଼ିଶାର ପିଲାଙ୍କୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଅଧିକରୁ ଅଧିକ ଓଡ଼ିଆ ପିଲା କିଭଳି ଆଇଏଏସ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ୟୁପିଏସସି ପରିଚାଳନା କରୁଥିବା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

Read More

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି #କୋଣାର୍କ (ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଓ ବାଦବିବାଦର ଅନ୍ତ ଘଟାଇ ଆଜି ସ୍ଥାନୀୟ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧର ଓ ଜଷ୍ଟିସ ବିଆର ଷଡ଼ଙ୍ଗୀ ଯୋଗଦେଇ ଶୁଭ ଦେଇଥିଲେ । ମାଧିପୁର ମୌଜାରେ…

Read More

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା #କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପାଇଁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଆଜି ସିଡିଏସ୍ଥିତ ବାସଭବନରେ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଏହି ପ୍ରସଙ୍ଗରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ଶେଷ ହେଲା ପରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା…

Read More

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ #ଆଠଗଡ଼(ଏନ୍‌.ଏମ୍‌.): ଫେବ୍ରୁଆରୀ ୧୮ ତାରିଖରେ ମହାଶିବ ରାତ୍ରୀ ପାଳନ ହେବ । ଏଥି ପାଇଁ ଜିଲ୍ଲାର ସମସ୍ତ ଶୈବ ପୀଠରେ ଏହି ପର୍ବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଶିବରାତ୍ରୀ ଦିନ ଶିବ ମନ୍ଦିରରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ବଡ଼ମ୍ୱା ସିଂହନାଥ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ…

Read More