ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ…

Read More

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର #କଟକ(ଏନ୍‌.ଏମ୍‌.): କଟକରେ ଏବେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏପରିକି କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ସାବାଡ଼ କରିବା କ୍ଷେତ୍ରରେ ପୁଲିସ ପଛଘୁଞ୍ଚା ଦେଉନଥିବା ଦେଖିବାକୁ ମିଳିଛି । ଆଜି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ସାବାଡ଼ କରିବା ପାଇ ପୁଲିସ ଏନକାଉଣ୍ଟର କରିଥିବା…

Read More

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ #କଟକ(ଏନ୍‌.ଏମ୍‌.): ଖାନନଗର ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ସ୍କାଉଟ୍ କାମ୍ପୋରୀ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଭାରତ ସ୍କାଉଟ୍ ଗାଇଡର ଜାତୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀପ୍ରସାଦ ମିଶ୍ର ଯୋଗ ଦେଇ କହିଲେ ସମଗ୍ର…

Read More

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଗଜାନନ ସେବା ସମିତି’ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମିତିର କାର୍ଯ୍ୟାଳୟରେ ଆହୁତ ଏକ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ସହ ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ବିଗତ ଦିନରେ ସମିତି ପକ୍ଷରୁ ଚାରିଥର ରକ୍ତଦାନ ଶିବିର, ପ୍ରତିବର୍ଷ ଶୀତ ଦିନେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ବୃକ୍ଷ ଚାରା ରୋପଣ, ଜାଗର ଯାତ୍ରାରେ ସମିତି…

Read More

ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ

ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ #କଟକ(ଏନ୍‌.ଏମ୍‌.): କଳାକାର ଗଢ଼ା କାରଖାନା ତଥା ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘ଲାଲ୍ ପାଏନ’ନାଟକ ମଞ୍ଚସ୍ଥ ହୋଇଯାଇଛି । ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦା୍ୱରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ବେଲପାହାଡର ମିରର୍ ଥିଏଟର ଗ୍ରୁପ୍ ପରିବେଷଣ କରିଥିଲା । ହୀରାକୁଦ ବିସ୍ଥାପିତମାନଙ୍କ କରୁଣ କାହାଣୀ ଉପରେ ଆଧାରିତ ଏହି ନାଟକଟି ବେଶ୍ ଚିତ୍ତାକର୍ଷକ ହୋଇଥିଲା ।…

Read More

ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ

ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଘରୋଇ ସିଲିଣ୍ଡିର ପିଛା ୫୦ ଟଙ୍କା ମୂଲ୍ୟବୃଦ୍ଧିକୁ ନେଇ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ମୋଦି ସରକାରଙ୍କୁ ନିନ୍ଦା କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ଠାରୁ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ଓ ବ୍ୟବସାୟିକ ଗ୍ୟାସ…

Read More

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ପାଇଁ ଆପ୍‌ର ଦାବି

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ପାଇଁ ଆପ୍‌ର ଦାବି #କଟକ(ଏନ୍‌.ଏମ୍‌.): ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ନେଇ ଆଜି ଆମ୍ ଆଦମୀ ପାର୍ଟି କଟକ ଜିଲ୍ଲା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମବିକେ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର, ଏବଂ ବ୍ୟାଙ୍କମିତ୍ର ମାନେ ଦୀର୍ଘ ଦଶବର୍ଷ ଧରି କାମ କରୁଥିବାବେଳେ ସେମାନଙ୍କୁ…

Read More

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ #କଟକ(ଏନ୍‌.ଏମ୍‌.): କଟକରେ ପୁଣି ଠାବ ହୋଇଛି ନକଲି ଔଷଧ । କଟକରେ ନକଲି ଔଷଧ କାରବାର ପ୍ରଥମ ନହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରୁନାହିଁ । ବାରମ୍ବାର ଯାଞ୍ଚ୍ ସତ୍ତ୍ୱେ ନକଲି ଔଷଧ ବେପାର ଥମିବାର ନାଁ ନେଉନାହିଁ । ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଧରାପଡିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟବସାୟୀ…

Read More

ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩

ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩ #ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡିଶା ସରକାରଙ୍କ ପ୍ରୟାସରେ ରାଜ୍ୟରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି । ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟ ଖାଦ୍ୟ କିପରି ପାଇବେ ସେ ନେଇ ପ୍ରତ୍ୟେକ ବ୍ଲକ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ୱାରା ଚାଷୀମାନଙ୍କ ପାଇଁ ସଚେତନତା…

Read More

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ #ରାଇରଙ୍ଗପୁର (ଏନ୍‌.ଏମ୍‌.): ସଦ୍ୟ ସମାପ୍ତ ହୋଇଥିବା ଓଡ଼ିଶାର ଶୀର୍ଷ ସମବାୟ ସମିତି ଗୁଡ଼ିକର ନିର୍ବାଚନରେ ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ମୟୂରଭଞ୍ଜର ରାଇରଙ୍ଗପୁର ଅଞ୍ଚଳର ସୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ୩ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା…

Read More

୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ

୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ ପରୀକ୍ଷା ପରିଚାଳନା ସହ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ: ସଂଘ #ଭୁବନେଶ୍ୱର(ଏନ୍‌.ଏମ୍‌.): ନିଜର ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ପରୀକ୍ଷା ପରିଚାଳନାକୁ ନେଇ ଉପୁଜିଥିବା ଦ୍ୱନ୍ଦର ପରିସମାପ୍ତି ହୋଇଛି । ତେବେ ଆସନ୍ତାକାଲି ଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରମାନଙ୍କରେ ପ୍ରଶ୍ନପତ୍ର ପହଞ୍ଚି…

Read More

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ ୧ଲକ୍ଷରୁ ଅଧକ ମତ୍ସ୍ୟଜୀବୀ ଉପକୃତ ହେବେ : ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବଜେଟ ୨୦୨୨-୨୩ ଆର୍ôଥକ ବର୍ଷରେ ୧୬୭୪.୧୫ କୋଟି ଟଙ୍କାରୁ ୫.୭ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ ରେ ୧୭୬୯.୨୯ କୋଟି ଟଙ୍କାରେ ପହଞ୍ଚିଛି । ଏହା ରାଜ୍ୟରେ ଚାଷୀମାନଙ୍କ ଆୟ ବହୁଗୁଣିତ କରିମତ୍ସ୍ୟଜୀବୀ ସମ୍ପ୍ରଦାୟ ଓ ପ୍ରାଣୀପାଳକଙ୍କ କଲ୍ୟାଣ ଦିଗରେ…

Read More