ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ
ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ #କଟକ(ଏନ୍.ଏମ୍.): ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା, ଦୃଢ ସଂକଳ୍ପ, ମାନସିକତା ଓ ଆତ୍ମଚିନ୍ତନ ଓଡିଶାରେ ଶିଳ୍ପ ବିକାଶର ଧାରାକୁ ତ୍ୱରାନ୍ୱିତ କରିପାରିଛି । ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଆନୁଷଙ୍ଗିକ ଦିଗ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଯାହାଫଳରେ ଆଭ୍ୟନ୍ତରୀଣ ଓ ବୈଦେଶିକ ପୁଞ୍ଜି ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ…
