ଟ୍ରକ ଦଲାଲ ଗିରଫ: ୨ଟି ଟ୍ରକ ଜବତ
ଟ୍ରକ ଦଲାଲ ଗିରଫ: ୨ଟି ଟ୍ରକ ଜବତ #ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ପୁଲିସ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ଜଣେ ଟ୍ରକ ଦଲାଲକୁ ଗିରଫ କରିଛି । ଗିରଫ ଜଣକ ଜଗତପୁର ଥାନା ଅନ୍ତର୍ଗତ ବାହାଦୁଲପାଟଣାର ଅଜୟ ଦଲାଲ ବୋଲି ଜଣାପଡ଼ିଛି । ଗାଡି ସୋରୁମ ଗୁଡିକରେ ନିଲାମ ହେଉଥିବା ଟ୍ରକଗୁଡିକୁ କମ ମୂଲ୍ୟରେ କିଣି ଅଧିକ ଦରରେ ବିକ୍ରି କରୁଥିଲା ଅଜୟ । ତେବେ ସେ ଗୋଟିଏ ଗାଡି ଦେଖାଇ ଏକାଧିକ ଲୋକଙ୍କ ଠାରୁ ଅଗ୍ରୀମ…
