ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟବାସୀଙ୍କୁ ଉନ୍ନତମାନର ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟସରକାର ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଏକ ଜନକଲ୍ୟାଣ ଯୋଜନା । ଏହି ବ୍ୟବସ୍ଥା ମାଧ୍ୟରେ ଲକ୍ଷାଧିକ ଗରିବ ଜନସାଧାରଣ ଉନ୍ନତମାନର ଚିକତ୍ସାସେବା ବିନା ଟଙ୍କାରେ ପାଇ ପାରୁଛନ୍ତି । ତେବେ ଏହି ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ନିମନ୍ତେ ରାଜ୍ୟ ସରକାର ଅଧିକ ଘରୋଇ…

Read More

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ #ଭୁବନେଶ୍ୱର(ଏନ୍‌.ଏମ୍‌.): ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି…

Read More

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫାର ବରିଷ୍ଠ ପ୍ରଶାସକ ଲଲାଟ କିଶୋର ମହାପାତ୍ର, ଧୀରେନ୍ କୁମାର ନାଥ ଓ ଡିଜିଏମ୍…

Read More

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): କଟକ ଝାଞ୍ଜିର ମଙ୍ଗଳା ମୁନଷ୍ଟାର କ୍ଳବ୍ ଦ୍ୱାରା ମୁନ୍ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରାଜା ବଗିଚା କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଟ୍ରଫି ବାଜିମାତ କରିଥିଲା ଆରସି ଇଲେଭେନ୍ ଓ ଉପ ବିଜେତା ହୋଇଥିଲା ଷ୍ଟ୍ରାଇକର ଇଲଭେନ୍ । ଏହି ପ୍ରତିଯୋଗିତାକୁ ମୁନ୍ ଷ୍ଟାର କ୍ଳବ୍ ପକ୍ଷରୁ ସାଗର ନାୟକ, ସୁମିତ ନାୟକ, ରାହୁଲ ମାହାର, ରବି ରାଜ୍‌, ସାର୍ଥକ ରାଉତ୍ ଓ…

Read More

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର #ଆଠଗଡ(ଏନ୍‌.ଏମ୍‌.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସର  ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଡ଼ିଓ ପ୍ରଦୀପ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡଙ୍ଗା ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ,…

Read More

ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’

ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ କବି ତଥା ‘ଗୋକର୍ଣ୍ଣିକା’ର ସମ୍ପାଦକ ରମାକାନ୍ତ ଜେନା ଚଳିତ ବର୍ଷର ମର୍ଯ୍ୟାଦାଜନକ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନଠାରେ ବିଶିଷ୍ଟ ସାରସ୍ୱତ ସାଧକ, ଗବେଷକ, ବାଗ୍ମୀ ପ୍ରଫେସର ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି ସମ୍ମାନ ସ୍ମୃତି…

Read More

ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ

ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ #ଆଠଗଡ(ଏନ୍‌.ଏମ୍‌.): ତିଗିରିଆ ରାଜପରିବାରର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ରାଣୀଙ୍କ ଉତ୍ତରାଧିକାରୀ ତଥା ପଟ୍ଟାୟତ ବିକ୍ରମ ପ୍ରତାପ ସିଂଦେଓ । ରାଜ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ବିଗତ ଦିନମାନଙ୍କରେ ବିକ୍ରୀ ହୋଇ ଯାଇଛି । ପୂର୍ବତନ ରାଜା ସାହେବଙ୍କର ଅସହାୟତା, ଦୁର୍ବଳତା ତଥା ସରଳତାର ସୁଯୋଗ ନେଇ ଗତ ୧୯୯୯ଫେବୃୟାରୀ ମାସ…

Read More

କୋଣାର୍କରେ ମେଡ଼ିକାଲ ଜନିତ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା

କୋଣାର୍କରେ ମେଡ଼ିକାଲ ଜନିତ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା #କୋଣାର୍କ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମେଡିକାଲ ଜନିତ ସମସ୍ୟାକୁ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ନେଇ କୋଣାର୍କର ଯୁବ ପିଢ଼ି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଥିବା ବେଳେ ଧୀରେ ଧୀରେ ଅଞ୍ଚଳବାସୀଙ୍କ ସହଯୋଗ ମିଶନ ମେଡିକାଲକୁ ଅଧିକ ଶକ୍ତିଶାଳୀ କରୁଛି । କୋଣାର୍କରେ ମେଡିକାଲ ଜନିତ ସମସ୍ୟା…

Read More

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ #ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଗଦା ବିନାୟକପୁର ସ୍ଥିତ ଦାଶସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୂର୍ବତନ ଆବାହକ ଭାଗିରଥି ପଣ୍ଡା ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସେବା ସଂଯୋଜକ ବସନ୍ତ କୁମାର ଦାସ, ସହ ସଂଯୋଜକ ସଞ୍ଜୟ କୁମାର ଦାସ,…

Read More

ଅଂଶୁଘାତ ମୁକାବିଲା ପାଇଁ ସିଏମସିର ଆକ୍ସନ ପ୍ଲାନ୍‌

ଅଂଶୁଘାତ ମୁକାବିଲା ପାଇଁ ସିଏମସିର ଆକ୍ସନ ପ୍ଲାନ୍‌ #କଟକ(ଏନ୍‌.ଏମ୍‌.): ଅଂଶୁଘାତ ମୁକାବିଲା ପାଇଁ ସିଏମସି ପକ୍ଷରୁ ସ୍ଥାନୀୟ ବିଜୁ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେୟର ସୁବାସ ସିଂ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସିଏମସିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପ୍ରବଳ ଖରାର ସମ୍ଭାବନାକୁ ଆଖିରେ ରଖି…

Read More

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର #କଟକ(ଏନ୍‌.ଏମ୍‌.): ଖାଦ୍ୟ ସଂକ୍ରାନ୍ତ କ୍ଷୁଦ୍ର ବ୍ୟବସାୟ ନିମନ୍ତେ ପ୍ରଧାମନ୍ତ୍ରୀ ଫର୍ମାଲାଇଜେସନ ଅଫ୍ ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଇଜ୍ ସ୍କିମ୍ (ପିଏମଏଫଏମଇ) ଯୋଜନା ମାଧ୍ୟମରେ ଆଜି ସହରର ୧୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୧ କ୍ଷୁଦ୍ର ମହିଳା ଉଦ୍ୟୋଗୀଙ୍କୁ ୧୯ଲକ୍ଷ ୭୪ହଜାର ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି । ସିଏମସି ବିଜୁ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପିଏମଏଫଏମଇ…

Read More

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ #ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଧାୟକ ଓ ମେୟର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ସାବ୍ୟସ୍ତ ହୋଇଥିବା ସାଧାରଣରେ ଅଭିଯୋଗ ଉଠିଛି । ମେୟର ବିଭିନ୍ନ ବସ୍ତି ଅଞ୍ଚଳରେ ରାତ୍ରୀ ଯାପନ କରିବା ଭଳି କାର୍ଯ୍ୟରୁ କୌଣସି ସୁଫଳ ମିଳୁନଥିବାବେଳେ ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି । ସମ୍ପ୍ରତିରେ ସହରର…

Read More