ଜଗତପୁରରେ ସିଏମସି ଉଚ୍ଛେଦର ଦ୍ୱିତୀୟ ଦିନ: ପ୍ରଶାସନିକ ପକ୍ଷପାତିତା ନେଇ କୁହୁଳୁଛି ଅସନ୍ତୋଷ !
ଜଗତପୁରରେ ସିଏମସି ଉଚ୍ଛେଦର ଦ୍ୱିତୀୟ ଦିନ: ପ୍ରଶାସନିକ ପକ୍ଷପାତିତା ନେଇ କୁହୁଳୁଛି ଅସନ୍ତୋଷ ! #ଜଗତପୁର(ଏନ୍.ଏମ୍.): ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ଆଜି ୨ୟ ଦିନରେ ଉଚ୍ଛେଦ ପ୍ରକିୟା ଚାଲିଛି । ମାତ୍ର ଏହି ଉଚ୍ଛେଦ କାର୍ଯ୍ୟ ପରିଚାଳନା କରୁଥିବା ପ୍ରଶାସନିକ ଅଧିକାରୀ ଏଥିରେ ପକ୍ଷପାତିତା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଅଞ୍ଚଳବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଚ୍ଛେଦ ସମୟରେ ସମାନ ସୀମାରେ ଥିବା ବହୁ ଗରିବ ଲୋକଙ୍କ ଘର ଉଚ୍ଛେଦ କରାଯାଇ…
