୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ : ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପିଙ୍କ ଆହ୍ୱାନ

୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ : ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପିଙ୍କ ଆହ୍ୱାନ #କଟକ(ଏନ୍‌.ଏମ୍‌.): ରାଜ୍ୟସ୍ତରୀୟ ୮୮ ତମ ପୁଲିସ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ କଟକ ଷଷ୍ଠ ବାଟାଲିୟନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ôଥକ…

Read More

୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ

୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ ହେବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି କେ ପଣ୍ଡିଆନ୍ ଆଜି ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିସହିତ ଏହାର ବିକାଶ ସମ୍ପର୍କରେ…

Read More

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା…

Read More

ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା

ବାଙ୍କୀ ମହାବିଦ୍ୟାଳୟ ଷ୍ଟାଡ଼ିୟମ: ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ, ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ବାଙ୍କୀ କଲେଜ ଖେଳପଡ଼ିଆ ଠାରେ ତରବରିଆ ଭାବେ ନିର୍ମାଣ ହୋଇଥିବା ଗ୍ୟାଲେରୀ ଚଳିତ କାଳବୈଶାଖିରେ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ଷ୍ଟାଡ଼ିୟମ ନିର୍ମାଣ କେତେ ମଜଭୁତ ଥିଲା ତାହା ଜଳ ଜଳ ହୋଇ ଦେଖାଯାଉଛି । ଏହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଏହାକୁ…

Read More

କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ

କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ #କଟକ(ଏନ୍‌.ଏମ୍‌.): କେନ୍ଦ୍ର ବିଜେପି ଶାସିତ ମୋଦୀ ସରକାରଙ୍କ ଷଡ଼ଯନ୍ତ୍ର ତଥା ଅଗଣତାନ୍ତ୍ରିକ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତରବରିଆ ଭାବେ ଲୋକସଭାର ସଭ୍ୟପଦ ରଦ୍ଦ ଓ ସରକାରୀ କ୍ୱାର୍ଟର୍ ତୁରନ୍ତ ଖାଲି କରିବା ନିର୍ଦ୍ଦେଶ ବିରୋଧରେ ଆଜି ବର୍ଷିଛନ୍ତି କଟକ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ । ସେ…

Read More

ବିଏସ୍‌କେୱାଇ ଠକେଇ: ନର୍ସିଂହୋମ୍ ମାଲିକ ସମେତ ୨ ଗିରଫ

ବିଏସ୍‌କେୱାଇ ଠକେଇ: ନର୍ସିଂହୋମ୍ ମାଲିକ ସମେତ ୨ ଗିରଫ #କଟକ(ଏନ୍‌.ଏମ୍‌.):ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଗରିବ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ନର୍ସିଂହୋମ୍‌ରେ ସାଂଘାତିକ ଠକେଇ ହେଉଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି । ଜଣେ ରୋଗୀକୁ ଏକ ସଙ୍ଗେ ୨ଟି ନର୍ସିଂହୋମ୍‌ରେ ଆଡ୍‌ମିସନ କରାଇ କିପରି ନର୍ସିଂହୋମ ମାଲିକ ମାଲାମାଲ ହେଉଛନ୍ତି ତା’ର ପ୍ରମାଣ ଏବେ ମିଳିଛି । ମଧୁପାଟଣା ଥାନା ପୁଲିସ ଏଭଳି ଅଭିଯୋଗରୋ ଏକ ଘରୋଇ ନର୍ସିଂହୋମ୍‌ରେ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ…

Read More

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା #ରାଇରଙ୍ଗପୁର(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇଆରଡିଏମଏସ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ପୁଷ୍ଟିକର ଖାଦ୍ୟମେଳା ମୁଖ୍ୟଅତିଥି ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କିସୁନ ମୁର୍ମୁ, ବ୍ଳକ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, କୃଷି ଅଧିକାରୀ ଧରିତ୍ରୀ ଟୁଡୁ, ଶିଶୁ…

Read More

ବାଲିଦୋକାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ବାଲିଦୋକାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର #କୋଣାର୍କ (ଏନ୍‌.ଏମ୍‌.): କାକଟପୁର ବ୍ଲକ୍ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଅଗ୍ରଣୀ ସ୍ୱାସ୍ଥ୍ୟ କେନ୍ଦ୍ର ବାଲିଦୋକାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦ୍ୱିତୀୟ ଥର ପାଇଁ କାୟାକଳ୍ପ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀ କଲ୍‌ଯାଣ ସମିତିକୁ କ୍ରିୟାଶୀଳ କରିବା, ରୋଗୀଙ୍କୁ…

Read More

ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର

ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର “ମରୁନଦୀର ତୃଷ୍ଣା’ ଓ “ଜୀବନର ସ୍ୱରଲିପି’ପୁସ୍ତକ ଉନ୍ମଚିତ #କୋଣାର୍କ(ଏନ୍‌.ଏମ୍‌.): ଅଖିଳ ଭାରତୀୟ କବୟିତ୍ରୀ ସମ୍ମେଳନ, ଓଡ଼ିଶା ପକ୍ଷରୁ ଏକ ଆଲୋଚନାଚକ୍ର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏଆଇପିସି ପକ୍ଷରୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ “ବୈଦିକ ଯୁଗରେ ନାରୀ’ର ବିଷୟବସ୍ତୁକୁ ନେଇ ସାହିତ୍ୟ ସାଧକ ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । କବୟତ୍ରୀ ଶୈଳବାଳା ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ…

Read More

ବିଳମ୍ବିତ ରାତ୍ରିରେ ବୋଲେରୋ ଗାଏବ: ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟ

ବିଳମ୍ବିତ ରାତ୍ରିରେ ବୋଲେରୋ ଗାଏବ: ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟ #ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଥାନା ଅଧିନ ଭୁବନପୁର ନୂଆସାହିରେଅଞ୍ଚଳରେ ଏକ ବୋଲେରୋ ଗାଡ଼ି ଚୋରି ହୋଇଯିବା ଅଞ୍ଚଳବାସୀଙ୍କୁ ଚକିତ କରିଛି । ପୂର୍ବରୁ ଜଗତପୁର ଅଞ୍ଚଳରେ ଚୋରି, ଛିନତାଇ, ଲୁଟ ଆଦି ଅପରାଧିକ କାର୍ଯ୍ୟ ଜାରି ରହିଥିବାବେଳେ ସମ୍ପ୍ରତି ଘର ସମ୍ମୁଖରୁ ବୋଲେରୋ ଗାଡ଼ି ଚୋରି ହୋଇଯିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଜଣ ଦୃବୃତ୍ତ…

Read More

କଟକରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ

କଟକରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ ଖୁବ ଶୀଘ୍ର ଓଡ଼ିଶାରେ ଚାଲିବ ବନ୍ଦେ ଭାରତ ଟ୍ରେନ୍ -ଧର୍ମେନ୍ଦ୍ର ପ୍ରଧାନ କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ -ଅଶ୍ୱିନୀ ବୈଷ୍ଣବ #କଟକ(ଏନ୍‍.ଏମ୍‍.): ପବିତ୍ର ଶ୍ରୀରାମ ନବମୀ ଅବସରରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି…

Read More

ସ୍ୱାମୀକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ;

ସ୍ୱାମୀକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ; ନ୍ୟାୟ ଦାବିରେ ଏସପି ଅଫିସ ସମ୍ମୁଖରେ ଧାରଣା ! #ଭଦ୍ରକ(ଏନ୍‍.ଏମ୍‍.): ବାପ ଘରକୁ ଯାଇଥିବା ବେଳେ ଶାଶୁଘର ଲୋକେ ସ୍ୱାମୀକୁ ମାରିଦେଲେ, ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ…

Read More