ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ
ବିଲଡରଙ୍କୁ ଆଶ୍ୱସ୍ତି, ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ #କଟକ(ଏନ୍.ଏମ୍.): ବିଲଡରଙ୍କୁ ଆଶ୍ୱସ୍ତି । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ନେଇ ରେରା ଯେଉଁ ବିଜ୍ଞପ୍ତି ଜରି କରିଥିଲା ତାହା ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଯଦି ବି ବର୍ଦ୍ଧିତ ହାରରେ ଫି’ ଆଦାୟ କରାଯାଏ, ତେବେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର…
