ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ
ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ #ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ୮ ନମ୍ବର ୱାର୍ଡରେ ହେଲ୍ପ ଏଜର ଇଣ୍ଡିଆ, ନିୟୁଦିଲ୍ଲୀ ତରଫରୁ ଆଦମୀ ପ୍ରେମଜୀ ଫାଉଣ୍ଡେସନ ଏବଂ ମୟୂରଭଞ୍ଜ ଜିଲ୍ଲାର ସ୍ୱେଚ୍ଛାସେବୀ ସଂସ୍ଥା ଆରଡିଏସି ମିଳିତ ଆନୁକୂଲ୍ୟରେ ରାଜ୍ୟ ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳଙ୍କ କର କମଳରେ ଏକ ଜରାନିବାସ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ମହତ ସାମାଜିକ ସେବା କାର୍ଯ୍ୟକ୍ରମରେ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଜନତା…
