ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ #ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ…

Read More

ମହାନଦୀରେ ଉନ୍ନତ ମାଛ ଯାଆଁଳ ଛାଡ଼ିଲେ କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ

ମହାନଦୀରେ ଉନ୍ନତ ମାଛ ଯାଆଁଳ ଛାଡ଼ିଲେ କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ #ଜଗତପୁର(ଏନ୍‍.ଏମ୍‍.): ରାଜ୍ୟରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କଟକ ମହାନଗର ନିଗମ ୪୮ ନମ୍ବର ୱାର୍ଡ଼ ଜଗତପୁର ସ୍ଥିତ ଶିକାରୀପୁର ବଟ ଛକ ଠାରେ କଟକ ଜିଲ୍ଲା ମତ୍ସ୍ୟ ବିଭାଗ’ ତରଫରୁ ମହାନଦୀରେ “ଉନ୍ନତ ମାଛ ଯାଆଁଳ…

Read More

ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ

ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ ପର୍ଯ୍ୟଟନ ଭବନରେ ପାଳିତ ହୋଇଛି । ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହା ପାଳିତ ହୋଇଛି । ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ଛେନାପୋଡର ସ୍ୱାଦିଷ୍ଟତା ଏବଂ ଏହା ଆମ ଖାଦ୍ୟପେୟର ଏକ ମୁଖ୍ୟ ଅଂଶ…

Read More

ସି-ସୋର କେଳେଙ୍କାରୀ: ହାଇକୋର୍ଟରୁ ନିରାଶ ହେଲେ ପ୍ରଭାତ

ସି-ସୋର କେଳେଙ୍କାରୀ: ହାଇକୋର୍ଟରୁ ନିରାଶ ହେଲେ ପ୍ରଭାତ କଟକ(ଏନ୍‌.ଏମ୍‌.): ଚିଟଫଣ୍ଡ ସଂସ୍ଥା ସି-ସୋର ସହ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ବିଶ୍ୱାଳଙ୍କ ଆର୍ôଥକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ତେବେ ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକ ଭିତରେ ବିଚାର ଶେଷ କରିବାକୁ ହାଇକୋର୍ଟ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ନେଇ ନେଇ ସିବିଆଇ ଆଇନଜୀବୀ ସାର୍ଥକ ନାୟକ ସୂଚନା…

Read More

ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ: ଆସନ୍ତାକାଲି ଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁ

ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ: ଆସନ୍ତାକାଲି ଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାକାଲି ଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରାଜ୍ୟରେ ସମ୍ପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ଯୋଗୁଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସରକାରଙ୍କ ଘୋଷଣା ପରେ ରାଜ୍ୟର ସମସ୍ତ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ…

Read More

ଜମି ମାପ ଚୁପ ବେଳେ ଉତ୍ତେଜନା, ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ: ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ କାମୁଡିଦେଲେ ମହିଳା

ଜମି ମାପ ଚୁପ ବେଳେ ଉତ୍ତେଜନା, ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ: ଗୁରୁଡିଝାଟିଆ ଥାନା ଅଧିକାରୀଙ୍କୁ କାମୁଡିଦେଲେ ମହିଳା #ଆଠଗଡ(ଏନ୍‌.ଏମ୍‌.): ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖମାର ନୂଆଗାଁ କୋଳଥପଙ୍ଗିରେ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଅଲଟ୍ରାଟେକ୍ କମ୍ପାନୀ ଓ ଜଣେ ସ୍ଥାନୀୟ ଅଧିବାସୀଙ୍କ ଜମି ମାପଚୁପ ହେଉଥିବା ବେଳେ ହଠାତ୍ କୋଳଥପଙ୍ଗ ଗାଁ ଲୋକେ ପହଁଚି ଉକ୍ତ ମାପ ଚୁପକୁ କରିଥିଲେ ବିରୋଧ । ଯେଉଁଥିପାଇଁ ଗ୍ରାମବାସୀ ଓ ପୁଲିସ ହୋଇଥିଲେ ମୁହାଁମୁହିଁ । ଯେଉଁଥିରେ ଗାଁ ଲୋକଙ୍କ…

Read More

ଗଜରାଜ ଆକ୍ରମଣରେ ମହିଳା ମୃତ

ଗଜରାଜ ଆକ୍ରମଣରେ ମହିଳା ମୃତ ଖୋର୍ଦ୍ଧା (ଏନ୍‌.ଏମ୍‌.): ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର । ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ହାତୀ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବାନାଞ୍ଚଳ ପାନବରଜ ଗାଁରେ । ମୃତ ମହିଳା ଜଣକ ସ୍ଥାନୀୟ ପାନବରଜ ଗାଁର କିରଣବାଳା ମାନ୍ଧାତା ବୋଲି ଜଣାପଡିଛି । ଗୁରୁତର ହୋଇଥିବା ରମାମଣୀ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ବନ ବିଭାଗ…

Read More

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର ୨୩ଟି ପଞ୍ଚାୟତ ସହ ୧୪୯ ଗାଁର ୧ଲକ୍ଷ ୪୭ ହଜାର ୫୪୨ ଜଣ ହେବେ ଉପକୃତ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ରାଜ୍ୟର ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇ ପାରିଛି ବୋଲି ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା…

Read More

ବିଡାନାସୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ବାବା ସାଜି ଆତ୍ମଗୋପନ କରିଥିଲା ହତ୍ୟାକାରୀ

ବିଡାନାସୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ବାବା ସାଜି ଆତ୍ମଗୋପନ କରିଥିଲା ହତ୍ୟାକାରୀ #କଟକ(ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଡିବଦର୍ସ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ଫେରାର ଅଭିଯୁକ୍ତ ଦୀପକ ମଲ୍ଲିକ (୪୦)କୁ ଅଢେଇ ବର୍ଷ ପରେ କମିଶନ୍‌ରେଟ୍ ପୁଲିସ ଧରିବାରେ ସକ୍ଷମ ହୋଇଛି । ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଚଳାଇ ରଖିଥିବା ବିଡ଼ାନାସୀ ଥାନା ପୁଲିସ ତାକୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲି ଅଞ୍ଚଳରୁ ତାକୁ ଗତକାଲି ଗିରଫ କରିଥିବା ଡିସିପି…

Read More

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ #କଟକ(ଏନ୍‌.ଏମ୍‌.): ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ଅଧିବେଶନ ସ୍ଥାନୀୟ ଛତ୍ରବଜାର ଶ୍ରୀ ଶ୍ରୀ ଗଣେଶଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ ଓ ଗ୍ରହଣ ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ପ୍ରାଦେଶିକ ସଭ୍ୟ, ଆଜୀବନ ସଭ୍ୟ, ପୃଷ୍ଠପୋଷକ ସଭ୍ୟ, ମହିଳା ସଭ୍ୟା ଶିରୋମଣି ତଥା ସମାଜର ପ୍ରାଦେଶିକ କର୍ମକର୍ତ୍ତା…

Read More

ସରକାରୀ ବିଦ୍ୟାଳୟ ମୁଖ୍ୟ ଗେଟ ପଡ଼ି ନାବାଳ ମୃତ୍ୟୁ

ସରକାରୀ ବିଦ୍ୟାଳୟ ମୁଖ୍ୟ ଗେଟ ପଡ଼ି ନାବାଳ ମୃତ୍ୟୁ #ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟ ବାଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଗେଟ ଭାଙ୍ଗି ପଡିବାରୁ ଜଣେ ନାବାଳକର ମୃତ୍ୟୁ ଘଟିଛି । ଆଙ୍କୁଲା ଗ୍ରାମର କାର୍ତ୍ତିକ ନାଏକ ନିଜର ବୃତ୍ତି ପାଇଁ ସପରିବାର କଟକରେ ରହୁନ୍ତି । ଆଜି ସେ ନିଜ ଗାଁ ଆଙ୍କୁଲାକୁ ଆସିଥିବା ବେଳେ ତାଙ୍କର ୭ ବର୍ଷ ପୁଅ ଚିକୁ ନାଏକ ନିଜର ଦୁଇ ଜଣ ସାଙ୍ଗଙ୍କ…

Read More

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ

ଅର୍କ କ୍ଷେତ୍ର କୋଣାର୍କ ଠାରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ #କୋଣାର୍କ (ଏନ୍‌.ଏମ୍‌.): ଉତ୍ତର ଓଡ଼ିଶାର ଅଗ୍ରଣୀ ସଂଗଠନ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଓ ଶକୁନ୍ତଲା ଆର୍ଟ ଗ୍ୟାଲରୀ ଭୁବନେଶ୍ୱର ଏବଂ ଓଡ଼ିଶା କଲେଜ ଅଫ ଆର୍ଟ କ୍ରାଫ୍ଟ, ପୁରୀ ମିଳିତ ଆନୁକୁଲ୍ୟରେ ଚତୁର୍ଥ ଆନ୍ତର୍ଜାତିକ ଚିତ୍ରକଳା ଶିବିର ଓ ଗ୍ରୁପ ଚିତ୍ରକଳା ପ୍ରଦର୍ଶନୀ ଅର୍କ କ୍ଷେତ୍ର କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ପୁରୀ ସଂସ୍କୃତି…

Read More