ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ
ଲକ୍ଷ୍ନୌ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଶଂସିତ #କଟକ(ଏନ୍.ଏମ୍.): ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଜାତୀୟ ଜଳବାୟୁ କନକେଲେଭରେ ଓଡ଼ିଶାର ମିଶନ ମିଲେଟ ଷ୍ଟଲ ସ୍ଥାନ ପାଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ସେଠାରେ ବହୁଳ ବିକ୍ରୟ ହେବା ସହ ପ୍ରଶଂସିତ ହୋଇ ପାରିଛି । ଭୂମିକା ନାରୀସଂଘ, କଟକ ପକ୍ଷରୁ ଏହି ମିଲେଟ ଷ୍ଟଲ ଖୋଲା ଯାଇଥିଲା । ସ୍ନେହଲତା ବେହେରା ଓ ସମତା ଜେନା…
