ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର
ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ର ୱାର୍ଲଡ ଟିଭି ପ୍ରିମିୟରକୁ ଏକାଠି ଉପଭୋଗ କଲେ କଳାକାର #ଭୁବନେଶ୍ୱର(ଏନ୍.ଏମ୍.): ଜୀସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ର ୱାର୍ଲଡ ଟିଭି ପ୍ରିମିୟର ପରେ ପ୍ରଥମ ଥର ପାଇଁ ଏକାଠି ବସି ଟିଭିରେ ଏହି ୱାର୍ଲଡ ଟେଲିଭିଜନ ପ୍ରିମିୟର ସୋକୁ କଳାକାର, ଫିଲ୍ମର କାଷ୍ଟ, କ୍ରିଉ, ସମେତ ଚଳଚ୍ଚିତ୍ର ସାମ୍ବାଦିକ ଓ କ୍ରିଟିକସ୍ ଭୁବନେଶ୍ୱରସ୍ଥିତ ବିଗ୍ କପ୍ କାଫେ ଠାରେ ଉପଭୋଗ କରିଛନ୍ତି । ଏଭଳି ଦେଖିବା ଓଡିଶା ଟେଲିଭିଜନ…
