ଅନ୍ନପୂର୍ଣ୍ଣା ଥିଏଟରରେ ମନମୋହିଲା ନାଟକ ‘କାହାକୁ କହିବା ଶିକ୍ଷିତ’
ଅନ୍ନପୂର୍ଣ୍ଣା ଥିଏଟରରେ ମନମୋହିଲା ନାଟକ ‘କାହାକୁ କହିବା ଶିକ୍ଷିତ’ #କଟକ(ଏନ୍.ଏମ୍.): ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘କାହାକୁ କହିବି ଶିକ୍ଷିତ’ନାଟକ ମଞ୍ଚସ୍ଥ ହୋଇଯାଇଛି । ସାମ୍ବାଦିକ ଆଲୋକ ନାୟକଙ୍କ ରଚିତ ଏହି ନାଟକରେ ହେମନ୍ତ କୁମାର ଦାଶ ନିର୍ଦ୍ଦେଶନା ଦେଇଥିଲାବେଳେ ବିନୟ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷିତ ବୋଲି କାହାକୁ କହିବା ଏହି ପ୍ରଶ୍ନ ଆଧାରରେ ନାଟକଟି ଗତିଶୀଳ ହୋଇଥିଲା । ପୁଅକୁ ମଣିଷ କରିବା ପାଇଁ ବାପ ଜୀବନରେ…
