ଚୌଦ୍ୱାର ଅଞ୍ଚଳର ବେହେରା ଗ୍ଲାସ ହାଉସରେ ଜିଏସଟି ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଲାପଟପ ଜବତ
ଚୌଦ୍ୱାର ଅଞ୍ଚଳର ବେହେରା ଗ୍ଲାସ ହାଉସରେ ଜିଏସଟି ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଲାପଟପ ଜବତ #ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଆଜି ସିଟିଆଣ୍ଡ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଏକ ୨୦ଜଣିଆ ଟିମ ସାମିଲ ହେବା ସହ ୩ଟି ଗୋଦାମ ଓ ଦୋକାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଲାପଟପ ଜବତ ହୋଇଛି । ସୂଚନା…
