ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା
ଆଇପିଏଲ: ଆରଆରଆରଙ୍କ ଚମକ, ଶେଷ ବଲରେ ଜିତିଲା କୋଲକାତା #କୋଲକାତା(ଏନ୍.ଏମ୍.): ପ୍ରଥମେ ରାନା ପରେ ରସଲ ଓ ଶେଷରେ ରିଙ୍କୁଙ୍କ ଚମକଦାର ପ୍ରଦର୍ଶନରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ହରାଇ ଦେଇଛି । ୧୮୦ରନର ବିଜୟ ଲକ୍ଷ୍ୟ ପିଚ୍ଛା କରି କୋଲକାତା ଅଧିନାୟକ ନିତିଶ ରାଣାଙ୍କ ୫୧ରନ ଜରିଆରେ ୧୮ ଓଭରରେ ୪ ୱିକେଟ ହରାଇ ୧୫୪ରନ କରିଥିଲା । ବିଜୟ ପାଇଁ ଦଳକୁ ଶେଷ ୧୨ବଲରେ ୨୬ରନ…
