ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ମିଟ ପୁରୀରେ ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ
ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ମିଟ ପୁରୀରେ ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ #ଭୁବନେଶ୍ୱର(ଏନ୍.ଏମ୍.) : ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱର ହୋଟେଲ ନ୍ୟୁ ମ୍ୟାରିଅନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆସୋସିଏସନର ରାଷ୍ଟ୍ରୀୟ ସଭାପତି ସୟଦ ଶାମେଲ ଅହମ୍ମଦ ସୂଚନା ଦେଇଛନ୍ତି କହିଛନ୍ତି ଯେ, ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଦଶମ ଜାତୀୟ ପରିଷଦ ମିଟ୍…
