ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌ #କଟକ(ଏନ୍‌.ଏମ୍‌.): ସ୍ଥାନୀୟମଙ୍ଗଳାବାଗ ନିକଟସ୍ଥ ମିର କମଲପାଟଣାର ଅହମଦୀୟା ମୁସଲିମ ମିଶନରେ ଖିଲାଫତ୍ ଦିବସ ପାଳିତ ହୋଇଛି । ଏହି ସମ୍ମିଳନୀରେ ପୂର୍ବତନ ସଭାପତି ସୟଦ ତାହିର ଅହମଦ କଲିମ ପୌରହିତ୍ୟ କରିଥିଲେ । ସର୍ବ ପ୍ରଥମେ ସୟଦ ତାହିର ଅହମଦ ପବିତ୍ର କୋରାନ ପାଠ କରିଥିଲେ । ଉର୍ଦ୍ଦୁ ନଜମ ସୟଦ ୟହିୟା ଅହମଦ ପରିବେଷଣ କରିଥିଲେ…

Read More

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ #କଟକ/ଜଗତପୁର(ଏନ୍‌.ଏମ୍‌.): ମହାନଦୀରେ ଉଦବେଗଜନକ ଭାବେ ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ଏଥିନେଇ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ଜଳବିବାଦ ଲାଗିରହଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟାଧୀଶ ଏଏମ ଖାନୱିଲକର ଏବଂ ନ୍ୟାୟାଧୀଶ ଇନ୍ଦରମିତ କଉର କୋଚର, ନ୍ୟାୟାଧୀଶ ଏ.କେ. ପାଠକ ଏବଂ ତଥା ସଦସ୍ୟ-ସଦସ୍ୟାମାନଙ୍କ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି କ୍ଷେତ୍ର ପରିଦର୍ଶନ…

Read More

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ #କଟକ(ଏନ୍‌.ଏମ୍‌.): ଓଡ଼ିଶା ଟ୍ରକ୍ ମାଲିକ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଗଣ୍ଡରପୁର ସ୍ଥିତ ସଂଘର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଭାବେ ଦେବେନ୍ଦ୍ର କୁମାର ପାତ୍ର, ରବିନାରାୟଣ ଶତପଥୀ, ଜର୍ମାନୀ ରାଉତ ଓ କ୍ଷେତ୍ରମୋହନ ସାମନ୍ତରାୟ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଉପଦେଷ୍ଟା ଶ୍ରୀ ପାତ୍ର ସଭାପତି ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ବିକ୍ରମ…

Read More

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର ପୌରପାଳିକାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକାରେ ହୋଇଥିବା ଅହେତୁକ ଦୁର୍ନୀତି ବିରୁଦ୍ଧରେ ଚୌଦ୍ୱାର ସ୍ୱାଭିମାନ ମଞ୍ଚ ପକ୍ଷରୁ ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ମଞ୍ଚର ଆବାହକ ଦୀପକ ମଙ୍ଗରାଜଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଅଞ୍ଚଳର ସାମ୍ବାଦିକ, ସୂଚନା ଅଧିକାରୀ କର୍ମୀ, ଛାତ୍ର ଓ ଯୁବନେତା,ସମାଜସେବୀ, ବିଭିନ୍ନ ସାହିର ମୁରବୀ,ବିଭିନ୍ନ ସଙ୍ଗଠନର ଆବାହକ,…

Read More

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ପ୍ରାଙ୍ଗଣରେ କଟକ ଆର୍ଟିଷ୍ଟ ସଂଗଠନ ତରଫରୁ ମହାନଦୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ “ତୁଳିରେ ବିବଶ ମହାନଦୀ’ ଶୀର୍ଷକ ଏକ ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ରଶିଳ୍ପୀମାନେ ମହାନଦୀର ବିବଶ ସ୍ଥିତି ଉପରେ ନିଜ ନିଜ ତୁଳିରେ ଚିତ୍ର ଅଙ୍କନ କରିଥିଲେ । ପ୍ରାୟ ପଚାଶରୁ ଉର୍ଦ୍ଧ ଚିତ୍ରଶିଳ୍ପୀ ଯୋଗଦେଇ ବର୍ତ୍ତମାନ ମହାନଦୀର ସାମ୍ପ୍ରତିକ ଦୁଃସ୍ଥିତିର…

Read More

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ #ଜଗତପୁର(ଏନ୍‌.ଏମ୍‌.):କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳର ମହାନଦୀରୁ ବାହାରିଥିବା କେନ୍ଦ୍ରାପଡା-ପଟ୍ଟାମୁଣ୍ଡେଇ ହାଇ ଲେବୁଲ କେନାଲ ସଫେଇ କାମରେ ନିୟମିତତା ନେଇ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ କେନାଲ ସଫେଇ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହେବା ଭଳି ଅଞ୍ଚଳବାସୀ ସଂଗୀନ ଅଭିଯୋଗ ଉଠାଇଛନ୍ତି । କେନାଲର ଜିରୋ ପଏଣ୍ଟ ଠାରୁ କିଛି ବାଟ ପର୍ଯ୍ୟନ୍ତ କେନାଲ ମଝିରେ ମାଟି ଭର୍ତ୍ତି…

Read More

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ ବଜ୍ରପାତରେ ଜଣେ ମହିଳା ମୃତ #ଆଠଗଡ଼(ଏନ୍‌.ଏମ୍‌.): ଅପରାହ୍ନ ସମୟରେ ବାଙ୍କୀରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ ଲୀଳା । ହଠାତ କ୍ଷିପ୍ର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଓ ଘନଘନ ବଜ୍ରପାତରେ ବାଙ୍କୀ- ଆଠଗଡ଼ ଅଞ୍ଚଳଟି ପ୍ରକମ୍ପିତ ହୋଇ ପଡ଼ିଥିଲା । ତେବେ ପ୍ରକୃତିର ଏହି ତାଣ୍ଡବରେ ଜଣେ ମହିଳାଙ୍କ ପ୍ରାଣ ହାନୀ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି…

Read More

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି #ରାଇରଙ୍ଗପୁର(ଏନ୍‌.ଏମ୍‌.): ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ସହିଦ ହୋଇ ଯାଇଛନ୍ତି । ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ଏଥିସହ ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ସେମାନେ ଏବଂ ତାଙ୍କର ପରିବାର ଲୋକେ ଚିନ୍ତିତ । ଶିମିଳିପାଳ…

Read More

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼ #ଆଠଗଡ଼(ଏନ୍‌.ଏମ୍‌): ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼ ଭଳି ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ମେଘା ଅଞ୍ଚଳରେ । ସୂଚନା ଅନୁଯାୟୀ, ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଚାଲିଥିବାବେଳେ ପ୍ରଭୁ ଭୋଳାନାଥ ଏବଂ ଜଗତଜନନୀ ମା’ ପାର୍ବତୀ ଦେବୀଙ୍କ ବିବାହ ଉତ୍ସବରେ ଶ୍ରଦ୍ଧାଳୁ ମସଗୁଲ ଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କ ପ୍ରେମରେ ଶିବରଞ୍ଜନୀ…

Read More

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’ #କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ…

Read More

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି #କଟକ(ଏନ୍‍.ଏମ୍‍.): ରାଜ୍ୟର ପ୍ରାୟ ପ୍ରତ୍ୟେକ ଶୈବପୀଠରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ବିଶେଷ କରି ଏହି ପର୍ବଟି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ ପାଳନ ହୋଇ ଆସୁଛି । ପ୍ରତ୍ୟେକ ଶୈବ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ…

Read More

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ #କଟକ(ଏନ୍‌.ଏମ୍‌.): କଟକ ସହରରେ ବସ୍ତିବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର କଟକ ସହରକୁ ସ୍ୱଛ, ସୁନ୍ଦର କରିବାପାଇଁ ସହରରେ ବାସ କରୁଥିବା ବସ୍ତିବାସିନ୍ଧାଙ୍କୁ ସହରର ଉପକଣ୍ଠ ସ୍ଥାନରେ ଯଥା କଟକ ଜଗତପୁର ନିମପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ଥଇଥାନ ବ୍ୟବସ୍ଥା କରିଛନ୍ତି । ଗତ ୧୯ତାରିଖ…

Read More