ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ #କଟକ(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭେଟିଛନ୍ତି । ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ମମତା ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଅବସରରେ ଆହତମାନଙ୍କ ଆଶୁଆରୋଗ୍ୟ କାମନା ମଧ୍ୟ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Read More

ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା

ଖୋର୍ଦ୍ଧା ଡିଆରଏମଙ୍କ ବିସ୍ଫୋରକ ବୟାନ; ଫିଜିକାଲି ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ଦିଗର ଏହାର ତଦନ୍ତ ଜାରିରହିଛି । ଏଭଳି ଛାତିଥରା ଦୁର୍ଘଟଣା ପାଇଁ କିଏ ଦାୟୀ ଏହାର କାରଣ ଖୋଜା ଚାଲିଛି । କାହାର ଭୁଲ୍ ପାଇଁ ଏଭଳି ଅଘଟଣ ସୃଷ୍ଟି ହେଲା ଏହାର କାରଣ ଖୋଜା ଚାଲିଥିଲା ବେଳେ ଏହି ସମୟରେ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟ ବିସ୍ଫୋରକ ବୟାନ…

Read More

ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ

ବିଶ୍ୱାସରରେ ବିଷ: ଟ୍ରକ ନେଇ ଡ୍ରାଇଭର ଫେରାର, ଭକୁଆ ହେଲେ ଟ୍ରକମାଲିକ #ଗୁରୁଡ଼ିଝାଟିଆ(ଏନ୍‍.ଏମ୍‍.): ବିଶ୍ୱାସରେ ବିଷ ଦେଇଛି ଡ୍ରାଇଭର । ଟ୍ରକକୁ ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଚୌଦ୍ୱାର ଥାନା ଅନ୍ତର୍ଗତ ସୀମିଲିହାଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଆନନ୍ଦ ଚନ୍ଦ୍ର ବେହେରା ଟ୍ରକରେ ପରିବହନ ବ୍ୟବସାୟ କରିଥାନ୍ତି । ନିଜେ ଟ୍ରକ ଟିଏ କିଣି ପରିବହନ କାର୍ଯ୍ୟରେ ତାହାକୁ ଲଗାଇ ରୋଜଗାର କରନ୍ତି…

Read More

ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ

ସ୍ନାନ ପୂର୍ଣ୍ଣିମାରେ ଅଘଟଣ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ #ପୁରୀ(ଏନ୍‌.ଏମ୍‌.): ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଯାଇଛି । ମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି । ମୃତ ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଅମ୍ବାଲାଲ ବୋଲି ସୂଚନା ମିଳିଛି । ଅମ୍ବାଲାଲ ନିଜ ପରିବାର ସହ ସ୍ନାନ ପୂର୍ଣ୍ଣିମୀ ଦେଖିବାକୁ ପୁରୀ ଶ୍ରୀକ୍ଷେତ୍ର ଧାମକୁ ଆସିଥିଲେ । ସ୍ନାନ ମଣ୍ଡପ ସମ୍ମୁଖରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ…

Read More

ସ୍ନାନ ମଣ୍ଡପରେ ଗାଧୋଇଲେ ଜଗତ ନାଥ: ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି

ସ୍ନାନ ମଣ୍ଡପରେ ଗାଧୋଇଲେ ଜଗତ ନାଥ: ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି #ପୁରୀ (ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ନାନବେଦିରୁ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଜଗତନାଥ ଦର୍ଶନ ଦେଇଛନ୍ତି । ଏଥିପାଇଁ ପୂର୍ବଦିନରୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବଡ଼ଦାଣ୍ଡ ବାରିକେଡ୍ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏତେ ଭିଡ଼ ରହିଛି ଯେ ଶ୍ରଦ୍ଧାଳୁଙ୍କ ଧାଡ଼ି ମରିଚିକୋଟ…

Read More

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ

ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ବାଲେଶ୍ୱରରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ସ୍ଥିତି ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମମତା ବାନାର୍ଜୀ #ବାଲେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି । ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ…

Read More

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି: ବଢ଼ୁଛି ମୃତ୍ୟୁ ସଂଖ୍ୟା, ରାଜ୍ୟବ୍ୟାପୀ ହାଇଆଲର୍ଟ

ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି: ବଢ଼ୁଛି ମୃତ୍ୟୁ ସଂଖ୍ୟା, ରାଜ୍ୟବ୍ୟାପୀ ହାଇଆଲର୍ଟ ବାଲେଶ୍ୱର (ଏନ୍‌.ଏମ୍‌.): ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱରର ବାହାନଗାରେ ଘଟିଛି । ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ ହୋଇପଡ଼ିଛି । ପ୍ରାଥମିକ ତଦନ୍ତରୁ ସିଗ୍ନାଲ ଫେଲ ଯୋଗୁ ୩ଟି ଟ୍ରେନ କିଛି ମିନିଟ ମଧ୍ୟରେ ପରସ୍ପର ସହ ଧକ୍କା ହୋଇଥିବା କୁହାଯାଉଛି । ତଥାପି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ…

Read More

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ବିଶାଳ ମୟୂରଭଞ୍ଜ ଭୂଖଣ୍ଡର ଦୁର୍ଗମ ଇଲାକାରେ ବସବାସ…

Read More

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର ବାଲେଶ୍ୱର/କଟକ/ ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ମାଲବାହୀ ଟ୍ରେନ ସହ ଏକ୍ସପ୍ରେସ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏକ୍ସପ୍ରେସର ୪ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଅନ୍ଧାର…

Read More

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା

ମଧ୍ୟାହ୍ନ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ଦାବିରେ ସଭା #କଟକ(ଏନ.ଏମ୍‌.): ଏଆଇୟୁଟିୟୁସି ସହ ଅନୁବନ୍ଧିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନ ଠାରେ ପାଚିକା ସହାୟିକା ମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା । ପାଚିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିବା, ସ୍କୁଲ ପାଚିକା ମାନଙ୍କୁ ତାଙ୍କର ନିର୍ଧାରିତ କାମ ଛଡା ସ୍କୁଲରେ ଅନ୍ୟାନ୍ୟ କରମେ ନିୟୋଜିତ…

Read More

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ #ଭୁବନେଶ୍ୱର/ ନବରଙ୍ଗପୁର(ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି ସହ ୪୨୦୦ଟଙ୍କାର ଗ୍ରେଡ୍ ପେ’ ଦାବି କରି ଅମଲାମାନେ…

Read More

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ

କବିତା ପୁସ୍ତକ ମୂକ ମୁଖଶାଳା ଉନ୍ମୋଚିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କବି ନବ ନାୟକଙ୍କର ରଚିତ କବିତା ପୁସ୍ତକ ମୂକ ମୂଖଶାଳା ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସ କୁମାର ଆଚାର୍ଯ୍ୟ ଯୋଗଦେଇ ଉନ୍ମୋଚିତ ଏହି ପୁସ୍ତକରେ ଯେତେ ଗୋଟି କବିତା ଲେଖାଯାଇଛି ଏହା ସମାଜର ମହତ୍ୱ ଉଦ୍ଦେଶ୍ୟରେ ରଖାଯାଇଛି । ଏପରିକି କୋଣାର୍କର ମୁଖଶାଳା ଉପରେ ମଧ୍ୟ କବିତା ଲେଖାଯାଇଛି । ଉତ୍କଳ ସାହିତ୍ୟସମାଜ…

Read More