ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ ୫-ଟି ଉପକ୍ରମରେ ଏକ ମଡେଲ ସ୍କୁଲ ଭାବରେ ଗଢାହେବ #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ । ୫-ଟି ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ…

Read More

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମୋଦି ସରକାର-ଧର୍ମେନ୍ଦ୍ର ପ୍ରଧାନ #କଙ୍କଡାହାଡ(ଏନ୍‌.ଏମ୍‌.): ମୋଦି ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର…

Read More

କିଟ୍‍ ଓ କିସରେ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆଜିଠୁ ଆରମ୍ଭ

କିଟ୍‍ ଓ କିସରେ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆଜିଠୁ ଆରମ୍ଭ ଯୋଗଦେବେ ୫ହଜାର ପ୍ରତିଯୋଗୀ #ଭୁବନେଶ୍ୱର(ଏନ୍‌.ଏମ୍‌.): କିଟ୍‍ ଓ କିସରେ ଜୁନ୍‍ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆୟୋଜିତ ହେଉଛି । ଏଥି ପାଇଁ କିଟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳି, କୋଚ ଓ ଅଫିସିଆଲ୍‍ଙ୍କ ରହଣି ଓ ଖାଦ୍ୟ ବ୍ୟବସ୍ଥା କିଟରେ କରାଯାଇଛି । ଭାରତର ୨୬ଟି ବିଭିନ୍ନ ରାଜ୍ୟରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଏଥିରେ…

Read More

ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଆଗରେ ଏସୟୁସିଆଇ(ସି)ର ବିକ୍ଷୋଭ

ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଆଗରେ ଏସୟୁସିଆଇ(ସି)ର ବିକ୍ଷୋଭ କେନ୍ଦୁଝର(ଏନ୍‌.ଏମ୍‌.): ଯାଜପୁର ରୋଡ ରେଳ ଷ୍ଟେସନର ଅନତିଦୂର ଚୁନଭାଟି ନିକଟରେ ବିନା ସୁରକ୍ଷାରେ ଥିବା ରେଳଡବା ତଳେ କାଳବୈଶାଖୀରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିବାବେଳେ ବଗି ଗଡ଼ିଯାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏସୟୁସିଆଇସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଯୋଗାଇ ଦେବା, ମୃତକଙ୍କ ପରିବାରରୁ ଜଣକୁ ରେଳ…

Read More

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ #କଟକ (ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର…

Read More

ରାୟଗଡ଼ା ଜିଲ୍ଲାଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ: ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି

ରାୟଗଡ଼ା ଜିଲ୍ଲାଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ: ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି #ଭୁବନେଶ୍ୱର (ଏନ୍‌.ଏମ୍‌.): ରାୟଗଡା ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଛନ୍ତି । ଏଥି ସହିତ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ…

Read More

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର!

ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର! #ଭୁବନେଶ୍ୱର(ଏନ୍‌.ଏମ୍‌.): ଅସମ୍ଭାଳ ତାତି ପରେ ରାଜଧାନୀରେ କାଳବୈଶାଖୀ ତାଣ୍ଡବ ସୃଷ୍ଟି କରିଛି । ଧୂଳି ଝଡ଼ ହେବା ସହିତ ବଡ଼ବଡ଼ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଥିବାବେଳେ ଘରୁ ଛପର ଉଡାଇ ଦେଇଛି । କିଛି ସମୟ ପାଇଁ ଭୁବନେଶ୍ୱରରେ ପ୍ରବଳ ପବନ ସାଙ୍ଗକୁ ଧୂଳି ଉଡ଼ି କିଛି ସମୟ ପାଇଁ ଜନ ଜୀବନ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଆଜି ପୂର୍ବାହ୍ନରେ ଭୁବନେଶ୍ୱରରେ ଅସମ୍ଭାଳ…

Read More

କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି

କଟକ ଆର.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ: ତୁରନ୍ତ ପରିପକ୍ୱ ଜମା ଟଙ୍କା ଫେରସ୍ତ ଦାବି #କଟକ(ଏନ୍‌.ଏମ୍‌.): ଦଶଟି ଜିଲ୍ଲାର ବିଭିନ୍ନ କମ୍ପାନୀ ଯଥା ସାହାରା, ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍ ଲ୍ୟାଣ୍ଡ, ଗ୍ରୀନ୍‌ରେ, ରୋଜଭ୍ୟାଲି, ସାରଦା ସମେତ ଶତାଧିକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ’ ଓ ‘ସାହାରା ଜମାକାରୀ ମଞ୍ଚ’ ନେତୃତ୍ୱରେ ହଜାର ହଜାର ଜମାକାରୀ କଟକ ଆର.ଡି.ସି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି । ସାହାରା ଗ୍ରୁପ୍…

Read More

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା #ଢେଙ୍କାନାଳ(ଏନ୍‌.ଏମ୍‌.): ଏବେ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି । ବେଳେବେଳେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ପ୍ରାଣହରାଉଥିବାବେଳେ ଜଙ୍ଗଲରେ ରୋଗ ଯନ୍ତ୍ରଣାରେ ମଧ୍ୟ ବନ୍ୟଜନ୍ତୁ ପ୍ରାଣ ହରାଇବା ଭଳି ଦୁଃଖଦ ଖବର ବନ୍ୟଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ ମଶାଣି ନିକଟସ୍ଥ କାଜୁ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି । ୨୫…

Read More

୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ: ଓଡ଼ିଶାରେ କଲବଲ କରୁଛି ଅସହ୍ୟ ତାତି

୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ: ଓଡ଼ିଶାରେ କଲବଲ କରୁଛି ଅସହ୍ୟ ତାତି #ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ବିଳମ୍ବରେ ପହଞ୍ଚିଛି ମୌସୁମୀ ବାୟୁ । ଏଥର ଅସହ୍ୟ ଗରମରୁ ତ୍ରାହି ମିଳିବ ବୋଲି କୁହାଯାଉଛି । ଓଡ଼ିଶାରେ ଏହି ମୌସୁମୀ କେବେ ପହଞ୍ଚିବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ମୌସୁମୀ…

Read More

ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ

ରେଳ ଦୁର୍ଘଟଣାରେ ନିହତ ଓ ଆହତଙ୍କ ନିମନ୍ତେ ସମୂହ ଦୀପ ଦାନ #କଟକ(ଏନ୍‌.ଏମ୍‌.): ବାଲେଶ୍ୱର ସ୍ଥିତ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ନିହତ ହୋଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ଶୋକସଭା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମ ମା’ ଦୁଲ୍ଳାଦେଇଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସିଏମସି ୫୩ ନମ୍ବର ୱାର୍ଡର ଅନ୍ଦରପୁର ସ୍ଥିତ ଦୁଲ୍ଳାଦେଇ ରୋଡ ଡେଭେଲପମେଣ୍ଟ କମିଟି, ଦୁଲ୍ଳାଦେଇ…

Read More

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ କର୍ମଚାରୀ ଓ ଅଧିକାରୀମାନଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରିଛି:କୃଷିମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ପୃଥିବୀ ଇତିହାସରେ ଯେତେ ପରିବର୍ତ୍ତନ ଆସିଛି ସବୁରି ମୂଳରେ ରହିଛି ସାଂସ୍କୃତିକ ବିପ୍ଳବ । ନାଟକ ବ୍ୟକ୍ତି ତଥା ସାମୂହିକ ପରିବର୍ତ୍ତନର ଏକ ବଳିଷ୍ଠ ମାଧ୍ୟମ । ନାଟକର ଚରିତ୍ରଗୁଡ଼ିକ ମାଧ୍ୟମରେ ସାମାଜିକ ଜୀବନରେ ଘଟୁଥିବା ଘଟଣାବଳୀ, ପାରିପାଶ୍ୱର୍କ ଚିତ୍ରକୁ ଦର୍ଶକ ହୃଦୟଙ୍ଗମ କରନ୍ତି ବୋଲି…

Read More