ବାଲିସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ
ବାଲିସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ #କଟକ(ଏନ୍.ଏମ୍.): ଭୟାବହ କରୋନା ମହାମାରୀର ପ୍ରଥମ ଲହର ସମୟରେ ତାଳଦଣ୍ଡା କେନାଲ କୂଳରୁ ଉଛେଦ କରି ବାଲି ସାହି ଠାରେ ଅସ୍ଥାୟୀ ଭାବରେ ରଖାଯାଇଥିବା ବସ୍ତି ବାସିନ୍ଦା ମନେ ଉଚ୍ଛେଦର ୩ବର୍ଷ ପରେବି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବସ୍ତି ବାସିନ୍ଦାଙ୍କ କୌଣସି ମୌଳିକ ସମସ୍ୟାର ସମାଧାନ କରାଯାଇନାହିଁ । ଏହାର ପ୍ରତିବାଦରେ ବାଲିସାହି ବସ୍ତି ବାସିନ୍ଦା ମାନଙ୍କର ଏକ…
