ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା
ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା #ବାରଙ୍ଗ(ଏନ୍.ଏମ୍.): ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବିପ୍ଳବୀ ଯୋଦ୍ଧା, ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ, ସର୍ବହରାର ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦ୍ଯାପନ ଉପଲକ୍ଷେ କଲିକତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ହେବାକୁ ଥିବା ସର୍ବଭାରତୀୟ ବିଶାଳ ଜନସଭାକୁ ସଫଳ କରିବାକୁ ବାରଙ୍ଗ ଏସୟୁସିଆଇସି ପକ୍ଷରୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାରଙ୍ଗ ମଙ୍ଗଳା ଛକ ଠାରୁ କାଳି…
